Latest Odisha News

BREAKING NEWS

କରୋନା ମୁକାବିଲା: ବିଏମ୍‌ସି ଓ ବିଡିଏ ପକ୍ଷରୁ ୩ଟି ଟିମ୍ ଗଠନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଗଠନ ହେଲା ତିନୋଟି ଟିମ୍ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବିଏମ୍‌ସି ଓ ବିଡିଓ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମାସ୍କ, ସାନିଟାଇଜର କଳାବଜାରୀକୁ ତଦରାଖ କରିବେ । ସକାଳୁ ୨ ଘଂଟା ବୁଲି ସଫେଇ କାର୍ଯ୍ୟର ତଦାରଖ କରିବା…

ରାଜ୍ୟରେ ବଢୁଛି ତାପମାତ୍ରା

ଭୁବନେଶ୍ୱର: ଓଡିଶାର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ତୀବ୍ର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଶନିବାର ଦିନ କୁହାଯାଇଛି ଯେ ସମୁଦ୍ରରୁ ଭୂପୃଷ୍ଠ ଆଡକୁ ପ୍ରବାହିତ ପବନ ଧିର ହେଉଛି…

କରୋନାଭାଇରସ ଭୟ: ଟ୍ରେନରୁ କମ୍ବଳ ହଟାଇଲା ପୂର୍ବତଟ ରେଳବାଇ

ଭୁବନେଶ୍ୱର: କରୋନାଭାଇରସ୍ ମହାମାରୀର ରୂପ ନେଉଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ସମସ୍ତ ଶୀତତାପ ନିୟନ୍ତ୍ରିତ କୋଚରେ କମ୍ବଳ ହଟାଇବାକୁ ନିଷ୍ପତ୍ତି ନେଇଛି। ଏହାବ୍ୟତିତ ଟ୍ରେନରେ ଥିବା ଶୌଚାଳୟ ଗୁଡିକୁ ପ୍ରମୁଖ ଷ୍ଟେସନରେ ଲଗାତାର ଭାବେ…

ପୁଣି ଟ୍ରାକ୍‌କୁ ଫେରିବ ୟେସ୍ ବ୍ୟାଙ୍କ, ୩ ଦିନ ଭିତରେ ଉଠିବ କଟକଣା

ନୂଆଦିଲ୍ଲୀ: ପୁଣି ଟ୍ରାକ୍‌କୁ ଫେରିବ ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କ । ୩ ଦିନ ଭିତରେ ଉଠିବ କଟକଣା । ଏନେଇ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି । ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଜମାକାରୀଙ୍କ…

କରୋନାଭାଇରସ ଆତଙ୍କ; ପାନ ଖାଇଲେ ଏହିସବୁ ଅଫିସରଙ୍କୁ ଦେବାକୁ ପଡିବ ୫୦୦ ଟଙ୍କା

ଭୁବନେଶ୍ୱର: ଅଫିସ୍ ପରିସରରେ ପାନ କିମ୍ବା ଗୁଟଖା ନଚୋବାଇବାକୁ ଅଧିକାରୀ ଏବଂ ପରିଦର୍ଶକଙ୍କ ସମେତ ସମସ୍ତଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି), ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଏବଂ…

କରୋନା ଭୟ: ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏହି କ୍ରମରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଗୁଆ ସଚେତନାତା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବୋଟାନିକାଲ ଗାର୍ଡେନ୍‌କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଆସନ୍ତାକାଲି ଠାରୁ…

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର କୋକୁଆ ଭୟ ଭିତରୁ ଆସିଲା ଆଶ୍ୱସ୍ଥି ଖବର । ସୁସ୍ଥ ହୋଇ ଘରକୁ ଫେରିଲେ ୧୦ କରୋନା ଆକ୍ରାନ୍ତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଭାରତରେ ଏ ଯାଏଁ ୮୩ ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

କରୋନାଭାଇରସ ଆତଙ୍କ; ଆଇନଜୀବୀଙ୍କ ଲାଗି ଗାଇଡଲାଇନ ଜାରି କଲେ ଓଡିଶା ହାଇକୋର୍ଟ

କଟକ: କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ସୁପ୍ରିମକୋର୍ଟଙ୍କ ପରେ ଓଡିଶା ହାଇକୋର୍ଟ ଆଇନଜୀବୀଙ୍କ ଲାଗି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଉକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ: କୋର୍ଟ କୋଠରୀ ଭିତରେ ଭିଡକୁ ଏଡ଼ାଇବା ପାଇଁ ଏହା ମଧ୍ୟକୁ କେବଳ ଓକିଲମାନେ ମକଦ୍ଦମାକାରୀଙ୍କ ସହିତ…

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

ରାୟଗଡା: ରାୟଗଡାରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ଫେସବୁକରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଅମ୍ବାଡୋଲା ନିବାସୀ ସତ୍ୟନାରାୟଣ ସାମଲ ଓରଫ ଦିପୁ (୩୨) ଜଣାପଡିଛି। “କେରଳରୁ କୋଭିଡ…

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଏହି ୨ ପ୍ଲାନେଟୋରିୟମ୍‌, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁଇଟି ପ୍ଲାନେଟୋରିୟମ୍ ଏବଂ ସଂଗ୍ରହାଳୟ ବନ୍ଦ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମର…