Latest Odisha News

BREAKING NEWS

ରେଡମି ୯ଏ ନୂଆ ଭାରିଆଣ୍ଟ ଲଞ୍ଚ, ମୂଲ୍ୟ ଏବଂ ବୈଶିଷ୍ଠ୍ୟ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ସାଓମି ନିକଟରେ ରେଡମି ୯ଏ ବଜେଟ୍ ସ୍ମାର୍ଟଫୋନ୍ ରେଡମି ୯ଏ କୁ ଦୁଇଟି ଷ୍ଟୋରେଜ୍ ବିକଳ୍ପ ସହିତ ସର୍ବଭାରତୀୟ ସ୍ତରରେ ଉପସ୍ଥାପନ କରିଛି | ବର୍ତ୍ତମାନ କମ୍ପାନୀ ଚାଇନାରେ ଏହି ସ୍ମାର୍ଟଫୋନର ନୂତନ ୪ଜିବି ରାମ + ୬୪ଜିବି ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ…

‘ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା’

ଭୁବନେଶ୍ୱର: ମନ୍ଦିରର ସେବାୟତଙ୍କୁ ମିଳିବନି କୌଣସି ଆର୍ଥିକ ସହାୟତା । ଏନେଇ ଆଜି ସଫା ସଫା କହିଛନ୍ତି ରାଜ୍ୟ ସରକାର । ବାୟତଙ୍କୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ଏପରି ହେଲେ ସମ୍ବିଧାନ ଧାରା ୨୭ର…

ଆଇପିଏଲ ମାନିଆ: ଟ୍ୱିଟର ଆଣିଲା ନୂଆ ଇମୋଜି

ନୂଆଦିଲ୍ଲୀ: ଆରମ୍ଭ ହେବ ଭାରତର ମହାପର୍ବ ଆଇପିଏଲ । ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ପ୍ରଶଂସକଙ୍କ ଉତ୍ସାହକୁ ବଢ଼େଇବା ପାଇଁ ଟ୍ୱିଟର ଆରମ୍ଭ କରିଛି କିଛି ସ୍ୱତନ୍ତ୍ର ଏମୋଜି ଅଭିଯାନ । ଟ୍ୱିଟର ଆଣିଛି ନଅଟି ଭିନ୍ନ ଏମୋଜି, ଯାହା ୭ଟି ଭିନ୍ନ ଭାଷାରେ ଉପଲବ୍ଧ ହେବ । ଏହି…

ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ରବିବାର ଦିନ ମଧ୍ୟ ବିଧାନସଭା ବୈଠକ ହେବ ବୋଲି ସୁତ୍ରରୁ ପ୍ରକାଶ। ଅଧିକ…

ଏସବିଆଇ ଫିକ୍ସଡ଼ ଡିପୋଜିଟ ସୁଧ ହାର ହ୍ରାସ କରିଛି, ଜାଣନ୍ତୁ ନୂଆ ହାର କ’ଣ ହୋଇଛି

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛି । ଫିକ୍ସଡ଼ ଡିପୋଜିଟ ଉପରେ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖୁଚୁରା ଘରୋଇ ଟର୍ମ ଜମା ଉପରେ ୨ କୋଟିରୁ କମ୍ ଟଙ୍କା ଜମା ଉପରେ ୧ ରୁ ୨ ବର୍ଷ ପାଇଁ ୦.୨୦% ହ୍ରାସ…

ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂଙ୍କୁ କରୋନା

ଲକ୍ଷ୍ନୌ: ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ରାଜ୍ୟପାଳ କଲ୍ୟାଣ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ଏହା ପଜିଟିଭ ଆସିଛି । ଏହି ବରିଷ୍ଠ ନେତାଙ୍କୁ ସଞ୍ଜୟ ଗାନ୍ଧୀ…

ସ୍କୁଲ ଫି ଛାଡ ପ୍ରସଙ୍ଗ: ଆପୋଷ ବୁଝାମଣାରେ ବାହାରିଲା ସମାଧାନର ବାଟ

କଟକ: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ତୁଟିଛି ବିବାଦ। ରାଜ୍ୟ ସରକାରଙ୍କ ମଧ୍ୟସ୍ଥତାରେ ଆପୋଷ ବୁଝାମଣାରେ ସମାଧାନର ବାଟ ବହାର କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଏକ ବୈଠକ ମାଧ୍ୟମରେ ବିବାଦ ତୁଟିଥିବା ଜଣାପଡ଼ିଛି । ଏହି ସମାଧାନର ପ୍ରସ୍ଥାବକୁ…

ଡ୍ରଗ୍ସ କାରୋବାରରେ ମାଆଙ୍କ ଫୋନ ବ୍ୟବହାର କରୁଥିଲେ ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ପଡିଛନ୍ତି ରିୟା ଚକ୍ରବର୍ତି । ଡ୍ରଗ୍ସ ଚୋରା କରୋବାରରେ ସେ ଜଡିତ ଥିବା ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି । ସୋମବାର ଏନସିବି ଆଉ ଏକ ଚାଂଚଲ୍ୟକର ତଥ୍ୟ ସର୍ବସମ୍ମୁଖକୁ ଆଣିଛି । ରିୟା ଡ୍ରଗ୍ସ କାରୋବାର ପାଇଁ…

ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ୨୩୮ ଲୋକାଲ କେସ୍ ସହ ୩୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ବିଏମ୍‌ସି ଅଂଚଳରୁ ୩୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୧୩ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୭୧ ଜଣ ଆରୋଗ୍ୟ…

ଚେକ୍ ରିପବ୍ଲିକ୍ କମ୍ପାନୀ ଗାଇଡ୍ ଭିଜନକୁ ୨୬୦କୋଟି ଟଙ୍କାରେ କିଣିବ ଇନଫୋସିସ୍

ଆଇଟି ସେକ୍ଟରର ଫ୍ଲାଗସିପ୍ କମ୍ପାନୀ ଇନଫୋସିସ୍, ଚେକ୍ ରିପବ୍ଲିକ୍ କମ୍ପାନୀ ଗାଇଡ୍ ଭିଜନକୁ ୩୦ ମିଲିୟନ୍ ୟୁରୋ (୨୬୦.୪ କୋଟି) ପାଇଁ ଅଧିଗ୍ରହଣ ଘୋଷଣା କରିଛି। ଷ୍ଟକ୍ ଏକ୍ସଚେଞ୍ଜକୁ ପଠାଯାଇଥିବା ସୂଚନା ରେ  ଇନଫୋସିସ୍ କହିଛି ଯେ, ଏହି ଅଧିଗ୍ରହଣ ଏହାର ସହାୟକ କମ୍ପାନୀ ଇନଫି କନ୍ସଲ୍ଟିଂ…