Latest Odisha News

BREAKING NEWS

ଗ୍ରୀସରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଗଲା

ଆନସିଏଣ୍ଟ ଅଲିମ୍ପିଆ: କରୋନା ଭାଇରସ ପ୍ରଭାବ ସତ୍ୱେ ଗ୍ରୀସ ପ୍ରାଚୀନ ଅଲିମ୍ପିଆରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଯିବା ସହ ଟୋକିଓ ଅଲିମ୍ପିକ୍ସର ମଶାଲ ଯାତ୍ରା ଶୁଭରାମ୍ଭ କରାଯାଇଛି ।  ଗ୍ରୀସର ଅଭିନେତ୍ରୀ ଜାନ୍ଥି ଜିୟୋଜିୟୁ ପ୍ରାଚୀନ ଗ୍ରୀକ ହାଇ ପ୍ରିଷ୍ଟେସର…

‘ୟୁପିଏସସି’ ଆଣିଲା ବଡ଼ ପରିବର୍ତ୍ତନ: ଏହି ଉପାୟରେ ଏକ ମୂଲ୍ୟବାନ ପ୍ରୟାସ ବଞ୍ଚାଇ ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ୟୁନିୟନ ଲୋକସେବା ଆୟୋଗ (ୟୁପିଏସସି) ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦ ପାଇଁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛି । ଏକ ବିଜ୍ଞପ୍ତିରେ ଜରିଆରେ ପ୍ରକାଶ ହୋଇଥିବା ତଥ୍ୟ ଅନୁଯାୟୀ, ପ୍ରାର୍ଥୀମାନେ ମାର୍ଚ୍ଚ…

ପୋଲିସ ଆଉଟପୋଷ୍ଟ ଉପରେ ବୋମା ମାଡ଼

ନିଆଳି: ଶୁକ୍ରବାର ଦିନ କାସରଦା ପୋଲିସ ଆଉଟପୋଷ୍ଟ ଉପରେ କିଛି ଦୁର୍ବୁତ୍ତ ବୋମା ଫିଙ୍ଗିବା ପରେ କଟକ ଜିଲ୍ଲାର ନିଆଲିରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ, ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ କରି…

କରୋନା ଆତଙ୍କ: ଏପ୍ରିଲ ୧୫ ଯାଏଁ ସ୍ଥଗିତ ରହିଲା ଆଇପିଏଲ ମ୍ୟାଚ

ମୁମ୍ବାଇ: କରୋନା ଆତଙ୍କରେ ଆତଙ୍କିତ ସାରାଦେଶ । କରୋନା ଯୋଗୁଁ ମାର୍ଚ୍ଚ ୧୯ ରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ୧୩ ତମ ସଂସ୍କରଣକୁ ଏପ୍ରିଲ ୧୫ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଦେଶର ସବୁଠାରୁ ଲୋକପ୍ରିୟ ତଥା ସମୃଦ୍ଧ କ୍ରୀଡା…

କରୋନାଭାଇରସ ଆତଙ୍କ: ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ୟାବିନେଟ ବୈଠକ ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାଭାଇରସ (କୋଭିଡ-୧୯)କୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କରୋନାଭାଇରସ ସତର୍କତା ନେଇ ଏହିସବୁ ଘୋଷଣା କରିଛନ୍ତି: - ରାଜ୍ୟର…

ଫାରୁକ୍ ଅବଦୁଲାଙ୍କ ଉପରୁ ହଟିଲା ନଜରବନ୍ଦୀ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନ୍ୟାସନାଲ କନଫ୍ରେନ୍ସ ନେତା ଫାରୁକ୍ ଅବଦୁଲାଙ୍କ ଉପରୁ ନଜରବନ୍ଦୀ ହଟାଇ ଦିଆଯାଇଛି । ରାଜ୍ୟ ସରକାର ଶୁକ୍ରବାର ଏହି ନିର୍ଦେଶ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଅର୍ଥାତ ୫ ଅଗଷ୍ଟରେ ଫାରୁକଙ୍କୁ ହାଉସ ଆରେଷ୍ଟ କରି ରଖାଯାଇଥିଲା।…

କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହେବ ରାଜ୍ୟର ୬୩,୦୦ ବିଦ୍ୟାଳୟ !

ଭୁବନେଶ୍ୱର: ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୬୩,୦୦ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପାଖାପାଖି ୬୩୪୦ ବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ସଂଖ୍ୟା ରାୟଗଡା ଜିଲ୍ଲାରେ ୪୯୮ ଟି ସ୍କୁଲ, ମୟୂରଭଞ୍ଜ ରେ ୪୮୬ ଟି ସ୍କୁଲ ଏବଂ ଗଞ୍ଜାମ ଜିଲ୍ଲାରେ ୪୩୦ ଟି…

କାୟା ମେଲାଉଛି କରୋନାଭାଇରସ; ବନ୍ଦ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲ୍ ଏବଂ ମିଳିତ ଅଭିଯୋଗ ସେଲ୍ ତଥା ପ୍ରକୋଷ୍ଠ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନାଭାଇରସ୍ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ…

ଆସନ୍ତୁ ଜାଣିବା କେଉଁ କେଉଁ ଅନ୍ତର୍ଜାତୀୟ ଖେଳାଳି କରୋନା କବଳରେ ପଡିଲେଣି

ନୂଆଦିଲ୍ଲୀ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛି । ଅନ୍ତର୍ଜାତୀୟସ୍ତରର ଅନେକ ଷ୍ଟାର ଖେଳାଳି ଏହା କବଳରେ ପଡିଗଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳି ଏହାର ଶୀକାର ହୋଇଛନ୍ତି । ଏନବିଏ ଟିମ୍ ଉଥାହ ଜ୍ୟାଜର ରୁଡି ଗୋବର୍ଟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ସତର୍କ…

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୨୯ ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: କରୋନାଭାଇରସ୍ ଧିରେଧିରେ କାୟା ବିସ୍ତାର କରୁଥିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଓଡିଶା ବିଧାନସଭାକୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ସରକାରୀ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକଙ୍କ ଦ୍ୱାରା ଏନେଇ ଗୃହରେ ଆଗତ କରାଯାଇଥିବା ଏକ…