Latest Odisha News

BREAKING NEWS

୩୭୦ ବାହାନା କରି କେନ୍ଦ୍ର ସରକାର କାଶ୍ମୀରର ମୁସଲମାନମାନଙ୍କ ଜମି ଦଖଲ କରିବାକୁ ଚାହୁଁଛନ୍ତି; ମେହବୁବା ମୁଫତି

ନୂଆଦିଲ୍ଲୀ: ପିଡିପି ସଭାପତି ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଜାମ୍ମୁ କାଶ୍ମୀରରେ ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଜାମ୍ମୁ କାଶ୍ମୀରରେ ଏହି ଜମିକୁ ପୁଞ୍ଜିପତି ସମର୍ଥକଙ୍କ ନିକଟରେ ବିକ୍ରି କରୁଛନ୍ତି। ମେହବୁବା ମୁଫତି ସ୍ପଷ୍ଟ ଭାବେ…

ତାମିଲ୍‌ ଟେଲିଭିଜନ୍‌ ଅଭିନେତା ସେଲ୍‌ଭାରଥିନମ୍‌ଙ୍କୁ ଚେନ୍ନାଇରେ ହତ୍ୟା

ନୂଆଦିଲ୍ଲୀ: ଚେନ୍ନାଇରେ କିଛି ଲୋକ ଟିଭି ସିରିଏଲ 'ଥେନ୍‌ମୋଜୀ ବିଏ'ରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସେଲଭାରାଥିନାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ପୋଲିସ ସିସିଟିଭିରୁ ଜାଣିବାକୁ ପାଇଛି ଯେ ଘଟଣାସ୍ଥଳ ନିକଟରେ ୪ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ…

ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ: ମୁହାଁମୁହିଁ ହେବେ ମୋଦି-ଜିନପିଙ୍ଗ, ଫୋକସରେ ଏସବୁ ପ୍ରସଙ୍ଗ

ମସ୍କୋ: ଆଜି ଋଷିଆରେ ଅନୁଷ୍ଠିତ ହେବ ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ । ଭର୍ଚୁଆଲ୍ ମିଟିଂରେ ସାମିଲ ହେବେ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଓ ଦକ୍ଷିଣ କୋରିଆ ମୁଖ୍ୟ । ଏଥର ବିଷୟବସ୍ତୁ ରହିଛି ବିଶ୍ୱ ସ୍ଥରତା, ସୁରକ୍ଷା ସହଭାଗିତା ଓ ଅଭିନବ ବିକାଶ । ଋଷ୍ ରାଷ୍ଟ୍ରପତି…

ବିଦେଶରେ ଭଲ ରୋଜଗାର କରୁଛି ଫିଲ୍ମ ‘ଲକ୍ଷ୍ମୀ’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ 'ଲକ୍ଷ୍ମୀ' ଡିସ୍‌ନି ପ୍ଲସ ହଟଷ୍ଟାରରେ ୯ ନଭେମ୍ବରରେ ଭାରତରେ ମୁକ୍ତିଲାଭ କରିଥିଲା। ସେହି ଦିନ ଫିଲ୍ମ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ପପୁଆ ନ୍ୟୁ ଗିନି ଏବଂ ସାଉଦି ଆରବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି…

ପତ୍ନୀଙ୍କୁ ଧରି ବାଇକରେ ଯାଉଥିଲା ବ୍ରାଉନସୁଗର ବେପାରୀ, ଧରିଲା ପୋଲିସ

ପୁରୀ: ଦିନକୁ ଦିନ ପୁରୀ ଜିଲ୍ଲାରେ କାୟା ମେଲାଇ ଚାଲିଛନ୍ତି ବ୍ରାଉନସୁଗର କାରବାର । ଅସ୍ତରଙ୍ଗ ଥାନା ପୋଲିସ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଜବତ ହୋଇଛି ୧୨ ଗ୍ରାମରୁ ଅଧିକ ଧଳା ଜହର । ଗିରଫ ଅଭିଯୁକ୍ତଙ୍କ ନାଁ ହେଲେ ମନୋରଞ୍ଜନ ବିଶ୍ୱାଳ । ଅସ୍ତରଙ୍ଗ…

ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ କରୋନା ପଜିଟିଭ

ଚଣ୍ଡୀଗଡ଼: କିଛି ଦିନ କମିବା ପରେ ହରିୟାଣାରେ ପୁଣି ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ସୋମବାର ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କିଛି ଦିନ ତଳେ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି…

ଶାନ୍ତି ସ୍ତୁପ ଧଉଳିରେ ଫାଟ…

ଭୁବନେଶ୍ୱର: ରକ୍ଷଣା ବେକ୍ଷଣ ଅଭାବରୁ ଶାନ୍ତି ସ୍ତୁପ ଧଉଳିରେ ସୃଷ୍ଟି ହୋଇଛି ଫାଟ । ବିଶ୍ବ ଦରବାରରେ ଓଡ଼ିଶାର ଖ୍ୟାତି ବହନ କରୁଥିବା ଧଉଳି ଶାନ୍ତି ସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଶାନ୍ତି ସ୍ତୁପର ପାହାଚ, ଛତରୀ, ଗମ୍ବୁଜ, ଚତୁଃପାର୍ଶ୍ବ କାନ୍ଥ…

ପଞ୍ଜାବର ଷ୍ଟେଟ୍‌ ଆଇକନ୍‌ ହେଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ବଲିଉଡ୍‌ ଅ‌ଭିନେତା ସୋନୁ ସୁଦ ପଞ୍ଜାବର ଷ୍ଟେଟ୍‌ ଆଇକନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ସୋନୁ ସୁଦ୍‌ଙ୍କୁ ଏବେ ପଞ୍ଜାବରେ ନିର୍ବାଚନ ସହ ଜଡିତ ସଚେତନତା ପ୍ରସାରରେ ଦେଖିବାକୁ ମିଳିବ। ତାଙ୍କ ନିଯୁକ୍ତି ସମ୍ପର୍କରେ ସୋମବାର ନିର୍ବାଚନ ଆୟୋଗ ଏକ ଚିଠି…

ଚାରି ମାସ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଏବେ ପ୍ରତିଦିନ ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି । ଦେଶରେ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୨୯ ହଜାର ୧୬୪ ନୂଆ ଆକ୍ରାନ୍ତ । ଚାରି ମାସରେ ପ୍ରଥମ ଥର ଦିନକରେ ୩୦…

ରାଜଧାନୀ ଦିଲ୍ଳୀରୁ ଗିରଫ ହେଲେ ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୋଲିସ। ସୋମବାର ରାତିରେ ରାଜଧାନୀ ଦିଲ୍ଲୀଠାରେ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସଂଦିଗ୍ଧ…