ଡ୍ରଗ୍ସ ସ୍କାନରରେ ନାହାଁନ୍ତି କେହି ବଲିଉଡ ସେଲିବ୍ରିଟି: ଏନସିବି
ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ବଲିଉଡ ସେଲିବ୍ରିଟିଙ୍କ ନାମ ଉଠୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)।
ଏହା ପୂର୍ବରୁ ରିୟାଙ୍କୁ ଜେରା ବେଳେ ସେ ବଲିଉଡର ନାମୀଦାମୀ ୨୫ ସେଲିବ୍ରିଟିଙ୍କ ନାମ ନେଇଥିଲେ । ଏପରିକି ସେମାନଙ୍କର ଡ୍ରଗ୍ସ ଲିଙ୍କ ଥିବା…