Latest Odisha News

BREAKING NEWS

ପ୍ରଖ୍ୟାତ କୋଚ୍ କିଶୋର ମାଣିଆ ଓସିଏ କ୍ରିକେଟ ପରାମର୍ଶଦାତା ଭାବେ ଚୟନ ହେଲେ

କଟକ: ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶାର ପ୍ରଖ୍ୟାତ କ୍ରିିକେଟ ପ୍ରଶିକ୍ଷକ କିଶୋର ମାଣିଆ ଓସିଏ ପକ୍ଷରୁ ଓଡ଼ିଶା କ୍ରିକେଟର ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି । ଶ୍ରୀ ମାଣିଆଙ୍କ ସମେତ ପରାମର୍ଶ ସମିତିରେ ଅସଜିତ୍ ଜୟପ୍ରକାଶ ଓ ଚିନ୍ମୟାନନ୍ଦ ଜେନା ମଧ୍ୟ ପରାମର୍ଶଦାତା…

କରୋନା ଆତଙ୍କ: ମହାରାଷ୍ଟ୍ରରେ ୧୪କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ୨ ନୂଆ ରୋଗୀ ଚିହ୍ନଟ !

ମୁମ୍ବାଇ: କୋଭିଡ୍ – ୧୯ ନୋଭେଲ୍ କରୋନା ଭୂତାଣୁ ଏବେ ଭାରତରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଅନେକ ପଜିଟିଭ୍ କେସ୍ ନଜରକୁ ଆସିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧିପାଇ ୧୪ରେ ପହଞ୍ଚିଛି ।…

କେୟାର ହସ୍ପିଟାଲସ୍ ପକ୍ଷରୁ କିଡ୍‌ନି ରୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ବିଶ୍ୱ କିଡନି ଦିବସ ଅବସରରେ କେୟାର ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ସହରର କିଡ୍‌ନି ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରୋଗର ସାମଗ୍ରିକ ଚିକିତ୍ସା ଲାଗି ଇଟଂର-ଡିସିପ୍ଲିନାରି କେୟାର ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଏଥିରେ ହସ୍ପିଟାଲ୍‌ର ବିଭିନ୍ନ…

ଶାହାଙ୍କ ଗୁଗୁଲିରେ ଫସିଲେ ସିବଲ

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଗୃହ ମନ୍ତ୍ରୀ ଅମିତ ଶାହ ପୁର୍ନବାର ଦିଲ୍ଲୀ ହିଂସା, ସିଏଏ ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ । କଂଗ୍ରେସ ଜାଣିଶୁଣି ଭ୍ରମ ସୃଷ୍ଟି କରାଉଛି ବୋଲି ସେ କହିଥିଲେ । କପିଳ ସିବଲଙ୍କୁ ଶାହା ପଚାରିଥିଲେ, ଆପଣ ସୁପ୍ରିମକୋର୍ଟର ଜଣେ ବରିÂ ଓକିଲ, ସିଏଏରେ ଏପରି…

ଭାରତ-ଦକ୍ଷିଣ ଆଫ୍ରିକା ଦିନିକଆ: ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ !

ନୂଆଦିଲ୍ଲୀ: ବର୍ଷା ପରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ କରୋନା ପ୍ରଭାବ ଗ୍ରାସ କରିବାକୁ ଲାଗିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ। କରୋନା ଭାଇରସ ବ୍ୟାପିବାର ଡର ଥିବାରୁ ଏଭଳି…

ରାଷ୍ଟ୍ରାୟାତ୍ତ, ଘରୋଇ ବ୍ୟାଙ୍କରେ ଜମାକାରୀଙ୍କ ସଞ୍ଚିତ ଅର୍ଥ ବୁଡ଼ିବ ନାହିଁ, ଘରୋଇ ବ୍ୟାଙ୍କରୁ ଅର୍ଥ ନ’କାଢିବାକୁ…

ନୂଆଦିଲ୍ଲୀ: ନିକଟରେ ଘଟିଥିବା ‘ୟେସ୍ ବ୍ୟାଙ୍କ’ ସଙ୍କଟ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରାଜ୍ୟ ସରକାରଙ୍କୁ ବ୍ୟାଙ୍କରେ ଅର୍ଥ ସଞ୍ଚୟ ଏବଂ ଉଠାଣ ନେଇ ପରାମର୍ଶ ଦେଇଛନ୍ତି । ‘ୟେସ ବ୍ୟାଙ୍କ’ ପରିସ୍ଥିତି ପରେ ଆରବିଆଇ ଗୁରୁବାର ଦିନ ଏନେଇ ଓଡ଼ିଶା ସରକାରଙ୍କୁ ଏକ ପତ୍ର…

ବୌଦ୍ଧରେ ବସ ଉପରେ ଲାଗିଲା ୭ ଲକ୍ଷ ଟଙ୍କାର ଜୋରିମାନା

ବୌଦ୍ଧ: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ବୌଦ୍ଧରେ ଏକ ବସ ଉପରେ ଲାଗିଛି ପ୍ରାୟ ୭ ଲକ୍ଷ ଟଙ୍କାର ଜୋରିମାନା । ମିଳିଥିବା ସୂଚନାନୁଯାୟୀ ୨୦୧୯ ନୂଆ ମୋଟର ଯାନ…

ଖୁବଶୀଘ୍ର ବଢିପାରେ ମୋବାଇଲ୍ ଇଣ୍ଟରନେଟ୍ ଦର !

ନୂଆଦିଲ୍ଲୀ: ଭାରତରେ ମୋବାଇଲ୍ ୟୁଜର୍ସମାନେ ଅଳ୍ପ ଶସ୍ତାରେ ଇଣ୍ଟରନେଟର ମଜା ଉଠାଉଥିବା ବେଳେ ଏବେ ଏହାର ମୂଲ୍ୟ ବଢିପାରେ । ଋଣଭାରରେ ଚାପଗ୍ରସ୍ତ ଥିବା ଟେଲିକମ କମ୍ପାନୀମାନେ ଖୁବଶୀଘ୍ର ମୋବାଇଲ୍ ଇଣ୍ଟରନେଟ୍ ଦର ବୃଦ୍ଧି କରିବାକୁ ଯାଉଛନ୍ତି । ଏନେଇ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ…

ବିଶ୍ୱର ୧୦ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ ପାଇଁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍…

ଦର୍ଶକଙ୍କ ବିନା ଓ ବନ୍ଦ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ !

ନୂଆଦିଲ୍ଲୀ : କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କରୋନୋ ଭାଇରସ୍ ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଦେଶରେ ଯଦି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ କରିବାକୁ ପଡିବ। ଏହାସହିତ ଦର୍ଶକଙ୍କ ବିନା ଏହି…