ବର୍ଷା ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ
ଧର୍ମଶାଲା: ବର୍ଷା ଗୁରୁବାର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଛି । ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ନ ଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ବର୍ଷା ହେବା ଯୋଗୁ ସମସ୍ତ କ୍ରିକଟପ୍ରେମୀ ବ୍ୟଗ୍ରତା…