Latest Odisha News

BREAKING NEWS

ନ୍ୟାସନାଲ ୱେଲଡିଂ ଲିଗ୍ ୨୦୨୦: ଓଡ଼ିଶାକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ 'ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି'ଠାରେ ମାର୍ଚ୍ଚ ୬ ରୁ ୮ ତାରିଖ ଯାଏଁ ମହିଳାମାନ ନ୍ୟାସନାଲ ୱେଲଡିଂ ଲିଗ୍ ୨୦୨୦ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ହରିୟାଣା, ତାମିଲନାଡୁ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରୀ…

ଜଗନ୍ନାଥ ମନ୍ଦିର ପାଣ୍ଠି ରିଲିଜ୍ ଅନୁରୋଧ ପରେ ପୁଣିଥରେ ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ ଏବଂ ସସମିତ ପାଟ୍ରା ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି 114 ULB ସମ୍ବନ୍ଧରେ ଓଡିଶାକୁ ବିଚାରାଧୀନ ୭୦୦ କୋଟି ଟଙ୍କା ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଏହା ହେଉଛି ୧୪ ତମ ଅର୍ଥ…

ସତର୍କତା ଅବଲମ୍ବନ ହିଁ କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ପ୍ରତିଷେଧକ

ଭୁବନେଶ୍ୱର: ସଂପ୍ରତି ବିଶ୍ୱର ଅନେକ ଦେଶ କରୋନା ଭୂତାଣୁ(କୋଭିଡ୍‌-୧୯) ର ସଂକ୍ରମଣରେ ପ୍ରଭାବିତ ହୋଇଛନ୍ତି । ସତର୍କତା ଅବଲମ୍ବନ ହିଁ କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ପ୍ରତିଷେଧକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି ।…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା

ନୂଆଦିଲ୍ଲୀ:ଭାରତରେ କାୟା ବିସ୍ତାର କରିବାରେ ଲାଗି ମହାମାରୀ କରୋନା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଂଚିଛି । ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏନେଇ ଲୋକସଭାରେ ପ୍ରତିକ୍ରିୟା ପ୍ରକାଶ…

ଅଧା ରାସ୍ତାରୁ ବରକୁ ଉଠାଇନେଲା ପୋଲିସ

ଆଠଗଡ: ଅଧାରେ ଅଟକିଗଲା ବହାଘର ଆଶା । ଅଧା ରାସ୍ତାରୁ ବରକୁ ଉଠାଇନେଲା ପୋଲିସ । ହାତଗଣ୍ଠି ପଡିବା ପୂର୍ବରୁ ବର ହାତରେ ପଡିଲା ହାତକଡି । ବେଦିକୁ ଯିବା ପୂର୍ବରୁ ବର ଗଲା ଜେଲ୍ । ଏଭଳି ଘଟଣା ଘଟିଛି ଆଠଗଡ ଥାନା ସାପୁଆ ବ୍ରିଜ ନିକଟରେ । ଆଠଗଡ ସାପୁଆ ବ୍ରିଜ ନିକଟରେ ବରକୁ ପୋଲିସ ଉଠାଇ…

ବିଧାନସଭାରେ ଉଠିଲା ଚିଟ୍‌ଫଣ୍ଡ ତଦନ୍ତ ପ୍ରସଙ୍ଗ, ବାଚସ୍ପତିଙ୍କ ରୁଲିଂ ଦାବି

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚିଟ୍‌ଫଣ୍ଡ ତଦନ୍ତ କମିଶନ ବନ୍ଦ ହେବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇଛନ୍ତି । ଠକେଇର ଶିକାର ଜମାକାରୀ ଆତ୍ମହତ୍ୟା କରିଛନ୍ତି । ସତ୍ୟପାଠ ପଡି ରହିଛି । ନିମାପଡାର ଜଣେ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ଗରିବ ଲୋକଙ୍କ…

ହ୍ରାସ ପାଉଛି ଓଡ଼ିଆ ଆଇଏଏସ ଅଫିସରଙ୍କ ସଂଖ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ହ୍ରାସ ପାଉଥିବା ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆଇଏଏସ୍ କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। “ରାଜ୍ୟରେ ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଓଡିଆ ଛାତ୍ରଛାତ୍ରୀ ମାନଙ୍କୁ…

ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ରଖାଯାଇଥିଲା ଟଙ୍କା: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ କାହିଁକି ଜଗନ୍ନାଥଙ୍କ ଟଙ୍କା ଜମା ହୋଇଥିଲା । ଏହି ପ୍ରଶ୍ନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିି । ଏହାରି ଭିତରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିବା ନେଇ…

କରୋନା ଭୟ: ସ୍କୁଲରେ ପେପର ସୋପ୍ ଓ ମାସ୍କ ବାଂଟିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୂତାଣୁ ଭୟ । ଏହି କ୍ରମରେ ଓଡ଼ିଶାରେ ମଧ୍ୟ କରୋନାକୁ ନେଇ ରାଜ୍ୟ ସରକାର ସଚେତନ ହୋଇଛନ୍ତି । ଏନେଇ ସଚେତନ କରିବାକୁ ଆଜି ସ୍କୁଲ ବୁଲିଛନ୍ତି ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ବାଂଟିଛନ୍ତି ପେପର୍ ସାବୁନ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି…

କରୋନା: ବିଶ୍ୱରେ ୪୬୦୦ ଟପିଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରେ କେତେ ମୃତ

ନୂଆଦିଲ୍ଲୀ: କରୋନା କବଳରେ ସାରା ଦୁନିଆ । ଚୀନ ଦେଶ ବାହାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲାଗାତାର ବଢ଼ି ବଢ଼ି ଚାଲିଛି । ଇଟାଲୀ ଓ ଇରାନରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଛି । ମିଳିଥିବା ସୂଚନା ମୁତାବକ, ଦୁନିଆର ୧୨୪ଟି ଦେଶରେ କରୋନାର ପ୍ରକୋପ ରହିଛି ଏବଂ ମୋଟ୍ ୧,୨୬,୩୬୭ଜଣ କରୋନା…