ମଣିଷ ଭୂତାଣୁ
ବିମଳ ଶଙ୍କର ଦାଶ
ଷ୍ଟାଟସଟିଏ ନିଜ ସୋସିଆଲ ମେଡିଆ ପୃଷ୍ଠାରେ ଲେଖି ଦେଇ ଚିନ୍ମୟ ଟିକିଏ ଆଶ୍ୱସ୍ତି ଅନୁଭବ କଲେ ବି ଭୁଲି ପାରୁ ନ ଥିଲେ ସକାଳର ଘଟଣା ।
ଅନେକ ଘଟଣା ଅଘଟଣା ଦୁନିଆରେ ଘଟେ । କିଛି ଘଟଣା ମନକୁ ଗଭୀର ଆଘାତ ଦିଏ ..ହୃଦୟକୁ ଆନ୍ଦୋଳିତ କରେ...କିନ୍ତୁ ପ୍ରତିବାଦ କରି ହୁଏନା…