Latest Odisha News

BREAKING NEWS

କରୋନା ଭୟ: ଏପ୍ରିଲ ୧୫ ଯାଏଁ ସମସ୍ତ ଦେଶର ଭିିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପରୁ ବଞ୍ଚିବା ପାଇଁ ଭାରତ ଏକ ବଡ ପଦକ୍ଷେପ ନେଇଛି । ଭାରତ ସରକାର ଦୁନିଆର ସମସ୍ତ ଦେଶ ପାଇଁ ଜାରି ହୋଇଥିବା ଭିସା ରଦ୍ଦ କରିଦେଇଛନ୍ତି । ଏହି ଭିସା ଏପ୍ରିଲ ୧୫ ଯାଏଁ ରଦ୍ଦ କରି ଦିଆଯାଇଛି । ଅର୍ଥାତ୍ ଦୁନିଆର କୌଣସି ବି ନାଗରିକ କରୋନା ଭାଇରସ କାରଣରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୩-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ   ତା୧୨ ରିଖ ଗୁରୁବାର  କୁମ୍ଭ ୨୯  ଦିନ  ଚୈତ୍ର ମାସ କୃଷ୍ଣ ପକ୍ଷ ତୃତୀୟା ତିଥି  ଚିତ୍ରା      ନକ୍ଷତ୍ର  ତୁଳା  ଚନ୍ଦ୍ର  ଘାତ ବାର-:  ତୁଳା ଓ କୁମ୍ଭ ରାଶିର  ଆଜି:   ପୋଟଳ   ଖାଇବା …

‘ବିଶ୍ୱ ମହାମାରୀ’ ଘୋଷିତ ହେଲା ମରଣାନ୍ତକ କରୋନା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବୁଧବାର ଦିନ କରୋନାକୁ ‘ବିଶ୍ୱ ମହାମାରୀ’ ରୂପେ ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି ଏହି ମରଣାନ୍ତକ ରୋଗ କରୋନା । ଚୀନରେ ଏହି ରୋଗର ଉତ୍ପତ୍ତି ହୋଇଥିବା ବେଳେ ସାରା ବିଶ୍ୱରେ ଏହି କରୋନା ଭୂତାଣୁ ଯୋଗୁଁ ପ୍ରାୟ…

ରିଜର୍ଭବ୍ୟାଙ୍କ ପକ୍ଷରୁ ପ୍ରଚଳନ ହେବ ନୂଆ ପ୍ରକାରର ବାର୍ଣ୍ଣିସ ନୋଟ୍ !

ନୂଆଦିଲ୍ଲୀ: ଭାରତରେ ପ୍ରଚଳିତ ନୋଟରେ ଆଉ ଲାଗିବନି ମଇଲା କି ନୋଟ ହେବନି ଆଉ ଲୋଚା କୋଚା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ନୂଆ ନୋଟ ପ୍ରଚଳନ ଲାଗି ଯୋଜନା ଚାଲିଛି । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ ସୂଚନା ପ୍ରଦାନ…

ସୋଆରେ ଉଦ୍‌ଘାଟିତ ହେଲା ଫୁଡକୋର୍ଟ ‘ଫୁଡକୋଲଜିୟମ’

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ ‘ଫୁଡକୋଲଜିୟମ’ ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଯାଇଛି । ସୋଆର ଉପସଭାପତି ଶାଶ୍ୱତୀ ଦାସ ଏହି ଫୁଡ କୋର୍ଟକୁ ଆନୁଷ୍ଠାନିକ ଭାବେ…

ଲଞ୍ଚ ହେଲା ୩୨ ମେଗାପିକ୍ସସେଲ ସେଲଫି କ୍ୟାମେରା ସହିତ ଭିଭୋ ଭି୧୯: ଆସନ୍ତୁ ଜାଣିବା ଫିଚର୍ସ…

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ୍ ନିର୍ମାତା କମ୍ପାନୀ ଭିଭୋ ଏହାର ନୂତନ ସ୍ମାର୍ଟଫୋନ୍ ଭିଭୋ ଭି୧୯ ଲଞ୍ଚ କରିଛି | ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ଏହି ସର୍ବଶ୍ରେଷ୍ଠ ଭିଭୋ ସ୍ମାର୍ଟଫୋନ୍ (ଭିଭୋ ମୋବାଇଲ୍ ଫୋନ୍) ଫଟୋଗ୍ରାଫି ପାଇଁ ଏକ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍…

ଖୁବଶୀଘ୍ର ଲଞ୍ଚ ହେବ ୧.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ସହ ଭର୍ନା ଫେସଲିଫ୍ଟ; ଜାଣନ୍ତୁ, କ’ଣ ରହିବ ଫିଚର୍ସ !

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ହୁଣ୍ଡାଇ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ଭର୍ନା ର ଏକ ନୂତନ ମଡେଲ୍ ଲଞ୍ଚ କରିବ | କମ୍ପାନୀ ଏହାର ନୂଆ ଫେସେଲିଫ୍ଟର ଏକ ଟିଜର ଇମେଜ୍ ପ୍ରକାଶ କରିଛି | ନୂତନ ମଡେଲରେ, ଏଲଇଡି ୟୁନିଟରେ ଆଲୁମିନିୟମ ବ୍ୟବହାର ସହିତ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି |…

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ସୁଜିତ କୁମାର କୋଟିପତି ପ୍ରାର୍ଥୀ

ଭୁବନେଶ୍ୱର: ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସମ୍ପତ୍ତି ତାଲିକାରେ ସୁଜିତ କୁମାର ସବୁଠୁ ଧନୀ ଥିବା ଜଣାପଡିଛି । ସେ ବିଜେଡିର କୋଟିପତି ରାଜ୍ୟସଭା ପ୍ରାର୍ଥୀ ଅଟନ୍ତି । ତାଙ୍କ ସମ୍ପତ୍ତି ଏକ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ସେହିପରି ତାଙ୍କ…

ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ବୁଧବାର ରାଜଭବନରେ ରାଜ୍ୟପାଳଙ୍କୁ ସମ ହସ୍ପିଟାଲ ର ଡାକ୍ତରୀ ଟିମ ସାକ୍ଷାତ କରିଥିବାବେଳେ ପ୍ରଫେସର ଲାଲ ଯକୃତ ପ୍ରତ୍ୟାରୋପଣ ପ୍ରସଙ୍ଗରେ ଆନନ୍ଦ ବ୍ୟକ୍ତ କରିବା ସହ ସମ ହସ୍ପିଟାଲ ପକ୍ଷରୁ ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳଙ୍କୁ ସମ…

ଦିଲ୍ଲୀ ହିଂସା ନେଇ ମୁହଁ ଖୋଲିଲେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନେଇ ସରକାର ଆଜି ପ୍ରଥମ ଥର ପାଇଁ ତଥ୍ୟ ସହ ମୁହଁ ଖୋଲିଛି । ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏ ନେଇ ସରକାର ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଆମେ ହୋଲି ପରେ ଏ ନେଇ ଆଲୋଚନା କରିବା ପାଇଁ…