Latest Odisha News

BREAKING NEWS

ଡ୍ରଗ୍ସ ନେଉଛନ୍ତି ସାରା-ରାକୁଲ ! ତଦନ୍ତ କରିବ ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀକୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିସାରିଛି । ଏବେ ରିୟାଙ୍କ ପରେ ଡ୍ରଗ୍ସ ନେତା ମାମଲା ଅଭିନେତ୍ରୀ ସାରା ଅଲ୍ଲି ଖାନ ଓ ରାକୁଲ ପ୍ରିତ ସିଂହଙ୍କୁ ମଧ୍ୟ…

ନୀତିଶ କୁମାରଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା, ସିଟ ଆବଣ୍ଟନକୁ ନେଇ ହୋଇଛି ଆଲୋଚନା!!

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତାବୃନ୍ଦ । ନୀତୀଶ କୁମାରଙ୍କୁ ଭେଟି ଆସନ୍ତା ବିଧାନସଭା ନିର୍ବାଚନରେ ​​ମିଳିତ ସଂଗ୍ରାମ ପାଇଁ ଉପରେ ଆଲୋଚନା ହେଇଛି । ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସିଥିବା ବିଜେପି ମୁଖ୍ୟ ଜେପି ନାଡା ଶ୍ରୀ କୁମାରଙ୍କୁ…

ଆରପାରିରେ ଅନୁରାଧା ପୋଡଓ୍ବାଲଙ୍କ ପୁଅ ଆଦିତ୍ୟ

ମୁମ୍ବାଇ: ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୋଡଓ୍ବାଲଙ୍କ ପୁଅ ଆଦିତ୍ୟ ପୋଡଓ୍ବାଲଙ୍କ ଆଜି ସକାଳେ ମାତ୍ର ୩୫ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ କିଡନୀ ସମସ୍ୟାରେ ପିଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ କିଡନୀ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ମିଡ଼ିଆ…

ଦୋକାନରେ ମିଳିବ କରୋନା ଔଷଧ, ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ: ଏଣିକି ଦୋକାନରେ ମିଳିବ କରୋନା ଔଷଧ । ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ ପାଇଁ ଅନୁମତି ମିଳିଛି । ଏହାସହ ରେମଡେସିଭିର ଇଞ୍ଜେକ୍ସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ଔଷଧ ବିକ୍ରି ପର୍ବରୁ ପ୍ରେସକିପସନର ଫୋଟ କପି…

ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍

ଚୌଦ୍ୱାର: ଆଉ ନାହାନ୍ତି ଶାଗୁଣା ବସିଛି ଡେଣା ମେଲାଇ ପାଇଁ ବେଶ୍ ନାଁ କରିଥିବା ଯାତ୍ରା ଭିଲିଆନ ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସ । ଆଜି ତାଙ୍କ ଚୌଦ୍ୱାର ସ୍ଥିତ ବାସଭବନରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫…

ମହାନଦୀରେ ଫସିଲେ ହାତୀପଲ

କଟକ: କଟକ ଜିଲ୍ଲାର ମୁଣ୍ଡୁଳି ନିକଟ ମହାନାଦୀ ରେ ଶନିବାର ଦିନ ପ୍ରାୟ ୧୮ଟି ହାତୀପଲ ଫସି ରହିଥିବା ନଜର ଆସିଥିଲା। ବନ ଅଧିକାରୀଙ୍କ ସୂଚନାନୁସାରେ, ହାତୀମାନେ ଆଠଗଡ଼ ସୁକାସନ ଜଙ୍ଗଲରୁ ଚାନ୍ଦକା ଆଡ଼କୁ ଆସୁଥିଲେ। ପରେ ସେମାନେ ଦାସପୁର ଘାଟରେ ଅତ୍ୟଧିକ ପାଣି ଯୋଗୁଁ ଫସି ଯାଇଥିଲେ।…

ଏନଡିଏଚ୍‌ଏମ୍ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର: ଓଡିଶାରେ ଦୁଇ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ(ଏନଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ଶାର୍ଲିନ ଚୋପ୍ରାଙ୍କ ଚାଂଚଲ୍ୟକର ବୟାନ, ଫିଲ୍ମ ଇଣ୍ଡଷ୍ଟ୍ରି ପାର୍ଟିରେ ଟ୍ରେରେ ଡ୍ରଗ୍ସ ଦିଆଯାଉଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବଲିଉଡର ଅନେକ ଅକୁହା କାହାଣୀ ଖୋଲି ଦେଇ ଯାଇଛି । ନିଶା, ଯୌବନର କାରୋବାର ଓ ଟଙ୍କା ପାଇଁ ଏଠି ସବୁ କିଛି କରାଯାଉଥିଲା । ବଡ ନାମ ପଛରେ ଭୟଙ୍କର ଚେହେରା ସବୁ ଲୁଚି ରହିଥିବା ପ୍ରମାଣିତ ହେଉଛି । ଶନିବାର ବିବାଦୀୟ ମଡେଲର ଶାର୍ଲିନ ଚୋପ୍ରା…

ନିଖୋଜ ୫ ଭାରତୀୟ ଯୁବକ ଚୀନରୁ ଫେରିଲେ

ନୂଆଦିଲ୍ଲୀ:ଚୀନ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ଯୁବକ ଶନିବାର ସ୍ୱଦେଶ ଫେରିଛନ୍ତି । ସେପ୍ଟେମ୍ବର ୧ରେ ଅରୁଣାଚଳ ପ୍ରଦେଶର ଏହି ଯୁବକମାନେ ଜଙ୍ଗଲରେ ବାଟ ଭୁଲି ଚୀନ ସୀମାରେ ପ୍ରବେଶ କରିଥିଲେ । ବିଭିନ୍ନ ମହଲରେ ତାଙ୍କ ପ୍ରତ୍ୟାବର୍ତନ ନେଇ ଦାବୀ କରାଯିବା ଫଳରେ ଚୀନ ସେନା ପକ୍ଷରୁ…

ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୧ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୧୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୨, ବଲାଙ୍ଗିରରୁ ୧, କଟକରୁ ୩, ଯାଜପୁରରୁ ୧, କନ୍ଧମାଳରୁ ୧,…