ସାଉଦି ଆରବରେ ଷଡଯନ୍ତ୍ର ରଚିବା ଅଭିଯୋଗରେ ୪ର୍ଥ ରାଜକୁମାର ଗିରଫ
ରିୟାଦ:ସାଉଦି ଆରବରେ ରାଜା ମହମ୍ମଦ ବିନ ସଲମାନଙ୍କୁ ଗାଦିରୁ ହଟାଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ସୋମବାର ୪ର୍ଥ ରାଜକୁମାର ନାଏଫ ବିନ୍ ଅହମ୍ମଦଙ୍କୁ ଗିରଫ କରାଯାଇଛି । ସେ ସେନାର ଗୋଇନ୍ଦା ବିଭାଗ ପ୍ରମୁଖ ଦାୟିତ୍ୱ ତୁଲାଇସାରିଛନ୍ତି । ପୂର୍ବରୁ ଶୁକ୍ରବାର ଏହି ଅଭିଯୋଗରେ ଅନ୍ୟ ୩ଜଣ…