Latest Odisha News

BREAKING NEWS

ହାଣ୍ଡିଭଜା ମୁଢି ମହିଳାଙ୍କୁ ଶିଖାଇଲା ଜୀବନ ବଞ୍ଚିବାର ରାହା

ମନରେ ସାହସ ଏବଂ ସଙ୍କଳ୍ପରେ ଦୃଢତା ରହିଥିଲେ ପ୍ରତିକୂଳ ପରିସ୍ଥିତିରୁ ମଧ୍ୟ ରାସ୍ତା ବାହାର କରି ସଫଳତାର ପାହାଚ ଚଢିହେବ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାରିପଦାର ରାସଗୋବିନ୍ଦପୁର ବ୍ଳକ୍‌ର ଗଡ଼ିଘାଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ଏହି ପଂଚାୟତର ବନ୍ଧମୁଣ୍ଡି,…

ମହିଳାଙ୍କ ଚାଳିତ ସ୍ୱତନ୍ତ୍ର ମାଲବାହୀ ଟ୍ରେନ: ଖୋର୍ଦ୍ଧା ରୋଡ଼ରୁ ପଲାସା ମଧ୍ୟରେ ଚଳାଚଳ ହେଲା

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ମାଲବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ମଧ୍ୟରେ…

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ତୃତୀୟ ଦିନକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି।  ଜେଜେ ସ୍ମଟ୍ସ ଓ ହେନରିଚ୍‌ କ୍ଲାସେନଙ୍କ ଦମଦାର ବ୍ୟାଟିଂ ବଳରେ  ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ମୂଳପୋଛ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନ୍‌ କରିଥିବା ବେଳେ…

ସାହିନବାଗରେ ଗୁଳିଚଳାଇଥିବା କପିଳଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ: ଦିଲ୍ଲୀର ସାହିନବାଗରେ ଗୁଳି ଫୁଟାଇ ଗିରଫ ହୋଇଥିବା କପିଳ ଗୁଜ୍ଜରଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛି । ଜାମିନକୁ ଦିଲ୍ଲୀ ପୁଲିସ ବିରୋଧ କରିଥିଲା । ଦିଲ୍ଲୀର ଦାଲୁ ପୁରା ଅଞ୍ଚଳର ଅଧିବାସୀ କପିଲ ଗତ ଫେବ୍ରୁଆରି ୧ ତାରିଖରେ ଦିଲ୍ଲୀର ସାହିନବାଗରେ ହେଉଥିବା ଆନ୍ଦୋଳନ…

ଫାଇନାଲ ପୂର୍ବରୁ ୨ ଦେଶର ପ୍ରଧାନମନ୍ତ୍ରୀ କଥା କଟାକଟି

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ସୋସିଆଲ ସାଇଟରେ ନିଜ ଦେଶକୁ ସମର୍ଥନ କରିବା ସହ ପରସ୍ପର କଥା କଟାକଟି ହୋଇଛନ୍ତି । ଫାଇନାଲ ପୂର୍ବରୁ ସ୍କଟ ମୋରିସନ ଟ୍ୱିଟ କରି ମୋଦିଙ୍କୁ ଟ୍ୟାଗ କରିଛନ୍ତି ଏବଂ ତାଙ୍କ…

ପ୍ରଫେସର ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ…

ତାହିରଙ୍କ ମୋବାଇଲ, ପିସ୍ତଲ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଏବଂ ମୋବାଇଲ ମିଳିବା ପରେ ପୋଲିସକୁ ଯାଂଚରେ ଆହୁରି ସୁବିଧା ହେବ ବୋଲି ଆଶା କରାଯାଉଛି । ମୋବାଇଲରେ ସେ କାହାକୁ ଫୋନ କରିଥିଲେ ସେ ତଥ୍ୟ ଖୁବ୍ ଶୀଘ୍ର ସଂଗ୍ରହ କରାଯିବ ବୋଲି ପୋଲିସ ପକ୍ଷରୁ…

ଶରୀରରୁ ଚର୍ବି କାଢ଼ିବାର ନୂତନ ପଦ୍ଧତି: ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ପ୍ରଥମ ପାୱାର୍ ଆସିଷ୍ଟେଡ୍ ଲିପୋସକ୍ସନ୍…

ଭୁବନେଶ୍ୱର : ଶରୀରରେ ଥିବା ଅଧିକ ଚର୍ବି କାଢ଼ିବାର ନୂତନ ପଦ୍ଧତି ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ଆରମ୍ଭ କରାଯାଇଛି । ଶୁକ୍ରବାର ଦିନ ସମ୍ମମ୍‌ର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ନୂତନ ପଦ୍ଧତିରେ ପାୱାର ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ କରାଯାଇଛି ।…

୯୦ ଦିନ ମଧ୍ୟରେ ଇସ୍ରାଏଲ ବାହାର କରିବ କରୋନା ଭାଇରସର ପ୍ରତିଷେଧକ

ଜେରୁଶଲମ: କରୋନା ଭାଇରାସ ୯୨ରୁ ଅଧିକ ଦେଶରେ ବ୍ୟାପି ସାରିଲାଣି । ଏ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କିମ୍ବା ପ୍ରତିଷେଧକ ଟୀକା ବାହାରି ନାହିଁ । ତେବେ ଶନିବାର ଇସ୍ରାଏଲ ସରକାର ୯୦ ଦିନ ମଧ୍ୟରେ ଏହାର ଔଷଧ ତିଆରି ହୋଇଯିବ ବୋଲି ଦୃଢ଼ତା ସହକାରେ କହିଛି । ଏହାର ବିଜ୍ଞାନ ପ୍ରଯୁକ୍ତିକରଣ…

ପ୍ରଥମ ଟାଇଟଲ ଓ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଟାଇଟଲ ମୁକାବିଲା ରବିବାର ହେବ । ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ…