Latest Odisha News

BREAKING NEWS

ମର୍କେଟ ବିଲ୍ଡିଂରେ ମହିଳା ଚୋର, ଗ୍ରାହକଙ୍କ ପର୍ସ ଚୋରି କରି ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର । ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରି କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

କଙ୍ଗନାଙ୍କ ଅଫିସରେ ରେଡ୍ ପରେ ନୋଟିସ ମାରିଲା ବିଏମ୍‌ସି

ମୁମ୍ବାଇ: ଅଡୁଆରେ ବଲିଉଡର କଣ୍ଟ୍ରଭର୍ସି କୁଇନ୍ କଙ୍ଗନା ରଣାୱତ । କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ପ୍ରଡକ୍ସନ ଅଫିସରେ ବିଏମ୍ସି ରେଡ୍ କରିବା ପରେ ଏବେ ନୋଟିସ ମାରିଛି । ନୋଟିସ୍‌କୁ ତିଙ୍କ ଅଫିସ ସାମ୍ନାରେ ଲଗାଇ ଦେଇଛନ୍ତି । ବିଏମ୍‌ସି ଅଧିକାରୀମାନେ ପ୍ରଥମେ କଙ୍ଗନାଙ୍କ ଅଫିସରେ ଚଢ଼ାଉ…

ଜେରା ବେଳେ ରିୟା ବଲିଉଡରେ ନିଶା କାରବାର ନେଇ ଦେଲେ ସୂଚନା: ୨୫ ଟପ୍ ସେଲିବ୍ରିଟିଙ୍କୁ ହେବ ସମନ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ପୂର୍ବରୁ ଏନସିବିର ଜେରା ବେଳେ ରିୟା ଡଗ୍ସ ନେଉଥିବା ସ୍ୱୀକାର କରିଛନ୍ତି । ଏଥି ସହ ବଲିଉଡରେ ଚାଲିଥିବା ନିଶା କାରବାର ନେଇ ମଧ୍ୟ ସୂଚନା ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନସିବିର ତୃତୀୟ ଦିନର ପଚରାଉଚରା ବେଳେ ସେ ଏହା କହିଛନ୍ତି ।…

ସୁସ୍ଥ ହେଲେ ଲକ୍ଷେରୁ ଉର୍ଦ୍ଧ୍ବ ଆକ୍ରାନ୍ତ: କୋଭିଡ ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀ ଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏହି ପାଇଁ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ମଙ୍ଗଳବାର ଦିନ ପ୍ରଶଂସା  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । In a momentous occasion in our…

ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଏନ୍‌ସିବି ତାଙ୍କୁ ଆଜି ଗିରଫ କରିଛି । ଆଜି ତୃତୀୟ ଦିନରେ ଜେରା କରିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଆଜି…

ଭୁବନେଶ୍ୱରରେ ମହିଳାଙ୍କଠୁ ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ୱର: ମହିଳାଙ୍କଠାରୁ ଦିନ ଦ୍ୱିପହରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଫୁଲନଖର ନିକଟ ତ୍ରିନାଥ ବଜାର ଛକରେ । ଏଠି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ମହିଳାଙ୍କ ସ୍କୁଟିରୁ ବ୍ୟାଗ୍…

କୌନ ବନେଗା କରୋଡପତି ସିଜିନ-୧୨ର ଆରମ୍ଭ ହେଲା ସୁଟିଂ

ମୁମ୍ବାଇ: ଲୋକପ୍ରିୟ ଟିଭି କୁଇଜ ସୋ ‘କୌନ ବନେଗା କରୋଡପତି’ର ସୁଟିଂ ଆରମ୍ଭ ହୋଇଛି । ସୋମବାର ଏହାର ସୁଟିଂ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନର ଫଟୋକୁ ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟ୍ କରିଛନ୍ତି । ଚଳିତ ବର୍ଷ ଏହା ୨୦ ବର୍ଷ ପୂରଣ କରିବାକୁ ଯାଉଛି । ଏହାକୁ ନେଇ ଅମିତାଭ ନିଜ ଷ୍ଟାଇଲରେ…

ବର୍ଷାଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲା, ୨ଯୁବକଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲାରେ ୨ଯୁବକଙ୍କୁ ଡାକିଲା ପୋଲିସ । ଭିଡିଓ କରିଥିବା ୨ ଯୁବକଙ୍କୁ କଟକ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ । ଗତକାଲି…

ପୋଲିସ-ନକ୍ସଲ ଗୁଳି ବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି: ମାଲକାନିଗିରି ଜିଲ୍ଲା ସୀମାନ୍ତ ଚେର୍ଲାମଣ୍ଡଳ ଠାରେ ପୋଲିସ ନକ୍ସଲ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ବହୁଳ ପରିମାଣରେ ଗୁଳି ବାରୁଦ ଜବତ କରିଛି ସୀମାନ୍ତ ପୋଲିସ । ମିଳିଥିବା ସୁଚନା ଅନୁଯାୟୀ,…