Latest Odisha News

BREAKING NEWS

ପ୍ରାଚୀନ କାଳରେ ମୁଦ୍ରା ସ୍ଥାନରେ କିପରି ହେଉଥିଲା ‘କଉଡି’ର ବ୍ୟବହାର, ଜାଣନ୍ତୁ

ଭୁବନେଶ୍ୱର: କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ। ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର ରାଜାମାନଙ୍କ ରାଜତ୍ୱ କାଳରେ ଏବଂ ତା ପୂର୍ବରୁ ମୁଦ୍ରାରୂପେ କଉଡ଼ିର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୯-୯-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୯ ରିଖ ବୁଧବାର ସିଂହ ୨୫ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି କୃତ୍ତିକା ନକ୍ଷତ୍ର ଦିନ ୧୧ଟା ୧୮ମିନିଟ୍ ପର୍ଯ୍ୟନ୍ତ ତାପରେ ରୋହିଣୀ ନକ୍ଷତ୍ର ବୃଷ…

କରୋନା ସଂକ୍ରମଣରେ ପୋଲିସ ବାବୁଙ୍କ ମୃତ୍ୟୁ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଡମାଳ ଥାନା ସବ-ଇନ୍ସପେକ୍ଟର ରାଜ କିଶୋର ସମଦଙ୍କର ମଙ୍ଗଳବାର ଦିନ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଗତ ୧୫ ଦିନ ପୂର୍ବରୁ କୋଭିଡ ଡାକ୍ତରଖାନାରେ…

ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧ ପରେ କିପରି ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀଙ୍କ ମୃତ୍ୟୁ ହୋଇଥିଲା

ପୁରୀ: ଦୁର୍ଯ୍ୟୋଧନଙ୍କୁ ଭୀମ ହତ୍ୟା କରିବା ପରେ ମହାଭାରତ ଯୁଦ୍ଧର ସମାପ୍ତି ହୋଇଥିଲା । କୌରବଙ୍କ ପରାଜୟ ପରେ ଯୁଧିଷ୍ଠିର ରାଜା ହେଲେ । ଧୃତରାଷ୍ଟ୍ର ଓ ଗାନ୍ଧାରୀ ଜୀବିତ ଥିବାରୁ ସେମାନେ ମଧ୍ୟ ପାଣ୍ଡବମାନଙ୍କ ସହ ମିଶି ରହିଥିଲେ । କୁନ୍ତୀ ସେମାନଙ୍କ ସମସ୍ତ ଦାୟିତ୍ୱ ତୁଲାଉଥିଲେ ।…

ଅନୁଭବ ମହାନ୍ତିଙ୍କ ଭାବପୂର୍ଣ୍ଣ ଚିଠି, ସେପଟେ ଜବାବ ଦେଲେ ବର୍ଷା

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ଯାତନା ନେଇ କୋର୍ଟରେ କରିଥିବା ମାମଲା ଓ ସେପଟେ ଅନୁଭବ ମହାନ୍ତିଙ୍କ ଦିଲ୍ଲୀ ପଟିଆଲା କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ । ଗତ ୬ ତାରିଖରୁ ଏହି ଦୁହିଁଙ୍କ ସମ୍ପର୍କ ଦାଣ୍ଡରେ ପଡି ହାଟରେ ଗଡୁଛି । କେହି କାହାରିକୁ ଦୋଷାରୋପ କରିବାରେ…

ସୁସ୍ଥ ଆଖି ପାଇଁ ନିଅନ୍ତୁ ଏଭଳି ଯତ୍ନ

ଭୁବନେଶ୍ୱର: ଆଜିକାର ସମୟରେ ଅନେକ ବ୍ୟକ୍ତି ମୋବାଇଲ ଓ ଲାପଟପରେ ଅଧିକ ସମୟ ବିତାଉଥିବା ଜଣାପଡିଛି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ କିପରି ଭାବେ ଆଖିର ଯତ୍ନ ନେବେ... କମ୍ପ୍ୟୁଟର କିମ୍ବା…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୮୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୮୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୮୭ ଜଣଙ୍କ ମଧ୍ୟରୁ ୧୧୪୫ ଜଣ ଖୋର୍ଦ୍ଧା, ୨୩୦ ଜଣ କଟକରୁ, ୧୯୨ ଜଣ ପୁରୀରୁ, ୧୫୩ ଜଣ ମୟୁରଭଞ୍ଜରୁ,…

ଭୁବନେଶ୍ୱରରେ ୧୪ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୧୪୫ ଜଣ…

ଆସିଲା ଫୋର୍ବସ ଧନୀ ତାଲିକା, ପ୍ରଥମରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ, ଷଷ୍ଠରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଆସିଲା ଫୋର୍ବସର ବିଶ୍ୱ ଧନୀ ତାଲିକା । ତେବେ ଚଳିତଥର ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୮.୩ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୪.୫…

ସ୍ୟାଣ୍ଡାଲଉଡ ଡ୍ରଗ୍ସ ସ୍କାଣ୍ଡାଲ: ଅଭିନେତ୍ରୀ ସଞ୍ଜନା ଗିରଫ

ମୁମ୍ବାଇ:ସ୍ୟାଣ୍ଡଲଉଡ ଡ୍ରଗ୍ସ ଲିଙ୍କରେ ରାଗିନୀ ଦ୍ୱିବେଦୀଙ୍କ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ସଞ୍ଜନା ଗଲରାନୀ ସେଂଟ୍ରାଲ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଛନ୍ତି । ସଞ୍ଜନାଙ୍କ ଘରେ ଚଢ଼ାଉ କରି ସିସିବି ଅଧିକାରୀମାନେ ତାଙ୍କୁ ଗିରଫ କରି ପଚରାଉଚରା କରିବା…