ପାଣିପାଗ ବିଭାଗର ସତର୍କ ସୂଚନା; ୪ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟରେ ଏଭଳି ପାଗ ରହିବା ସମ୍ଭାବନା ରହିଛି। ଏଥିପାଇଁ ଥଣ୍ଡାର କମ୍ ରହିବ।
ଏହାସହ ଶୁକ୍ରବାର ଠାରୁ ଧୀରେଧୀରେ ରାତିରେ ପାରଦ ଖସିବା ସହ ଶୀତ ବଢ଼ିବା ନେଇ ଆକଳନ…