Latest Odisha News

BREAKING NEWS

ଖୁବ୍ ଶୀଘ୍ର ଆସୁଛି ‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍‌’…

ଭୁବନେଶ୍ୱର: ‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍‌’ । ଓଲିଉଡର ଥ୍ରୀ ଷ୍ଟାରଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଚାଲିଛି ଏହି ଚଳଚ୍ଚିତ୍ରଟି । ତିନି ଅଭିନେତା ସମରେଶ ରାଉତରାୟ, ଦୁର୍ଗାଶଙ୍କର ଦାଶ ଓରଫ ବୁଲୁ ଓ ସମ୍ବିତ ଆଚାର୍ଯ୍ୟ ନିଜ ନିଜ ପ୍ରଡକ୍ସନ ହାଉସ ବ୍ୟାନରରେ ମିଳିତ ଭାବେ ଏହି ସହ ସିନେମା…

ପ୍ରଧାନମନ୍ତ୍ରୀଙ୍କ #SheInspiresUs ରେ ଓଡିଆ ଲେଖିକା ସୁଲଗ୍ନା ମହାନ୍ତି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରେରଣାଦାୟୀ ମହିଳାମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା  କ୍ୟାମ୍ପେନ #SheInspiresUs ରେ ସ୍ଥାନ ପାଇଛନ୍ତି ଓଡିଆ ଲେଖିକା ସୁଲଗ୍ନା ମହାନ୍ତି । ଭାରତ ସରକାରଙ୍କ ପକ୍ଷରୁ ‘ସି ଇନସ୍ପାଇରସ ଅସ୍‌’ରେ ସୁଲଗ୍ନାଙ୍କ ସମ୍ପର୍କରେ ଟ୍ୱିଟ୍…

କରୋନା ଭାଇରସ: ଦେଶରେ ଆକ୍ରାନ୍ତ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଭାଇରସ(କୋଭିଡ-୧୯) ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଥାଇଲାଣ୍ଡ ଓ ମାଲେସିଆ ଗସ୍ତରୁ ଫେରିଛନ୍ତି । ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି ଓ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ପିଆଇବିର ଏକ ବିଜ୍ଞପ୍ତିରୁ…

ଆଡଭାନ୍ସ ବୁକିଂରେ ତାହ୍ନାଜୀକୁ ପଛରେ ପକାଇଲା ବାଗୀ-୩

ମୁମ୍ବାଇ: ବଲିଉଡର ସଫଳ ଫିଲ୍ମ ଭାବେ ପରିଗଣିତ ତାହ୍ନାଜୀ: ଦି ଅନସଙ୍ଗ ୱାରିୟରକୁ ଆଡଭାନ୍ସ ବୁକିଂରେ ପଛରେ ପକାଇଛି ବାଗୀ-୩ । ବକ୍ସ ଅଫିସ ରିପୋର୍ଟ ଅନୁସାରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କାପୁର ଅଭିନୀତ ଫିଲ୍ମ ୫.୫୦ କୋଟି ଟଙ୍କା କେବଳ ଆଡଭାନ୍ସ ବୁକିଂରେ ଆୟ କରିଛି । ତାହ୍ନାଜୀ ଫିଲ୍ମ ୫.୧୮…

ଅଯୋଧ୍ୟା ମାମଲା : ସୁପ୍ରିମ କୋର୍ଟରେ ପିଟିସନ ଦାଏର କଲା ପିଏଫଆଇ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ଅଯୋଧ୍ୟା ମାମଲା ବିଷୟରେ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଏର କରିଛନ୍ତି। ପିଟିସନ୍‌ରେ ‘ପିଏଫ୍‌ଆଇ’ ଦର୍ଶାଇଛି ଯେ ସେ ଅଯୋଧ୍ୟା ଏବଂ ଏହାର ବିବାଦୀୟ ମାମଲାର କୌଣସି ପକ୍ଷ ନୁହେଁ। କିନ୍ତୁ, ଏହି ମାମଲାରେ…

ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖରେ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେଥିପାଇଁ ଓଡିଶା ବିଧାନସଭା ସଚିବାଳୟ ଶୁକ୍ରବାର ଦିନ ଓଡିଶାର ୪ଟି ରାଜ୍ୟସଭା ଆସନ ଖାଲି ଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।…

ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଦାବି; ବିଜୁ ପଟ୍ଟନାୟକଙ୍କୁ ମିଳୁ ‘ଭାରତରତ୍ନ’

ଦିଲ୍ଲୀ/ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଅମର ପଟ୍ଟନାୟକ ଶୁକ୍ରବାର ଦିନ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଉପାଧିରେ ସମ୍ମାନିତ କରିବାର ଦାବି ନେଇ ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଦେଇଛନ୍ତି । ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ…

ୟେସ ବ୍ୟାଙ୍କ ଉପରେ କାହିଁକି ପ୍ରତିବନ୍ଧକ ଲଗାଇଲା ଆରବିଆଇ , ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ |

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁବାର ଦିନ ୟେସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଗ୍ରାହକଙ୍କ ପାଇଁ ଗୋଟେ ବଡ଼ ଝଟକା ଲାଗିଛି । ଆର୍ଥିକ ସଙ୍କଟ ରେ ଜଡିତ ୟେସ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ୧୯୪୯ ଅନୁଯାୟୀ…

ଆହୁରି ୨ଦିନ ବର୍ଷିବ; ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ଦିନ ଯାଏଁ ବର୍ଷା ଲାଗି ରହିବ । ଆଜି ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢ଼େଙ୍କାନାଳ, ନୟାଗଡ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଶୁକ୍ରବାର ଦିନ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ କାର୍ଯ୍ୟାଳୟ ଓ ଘରେ ଏକକାଳନୀ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ତାଙ୍କ ନବରଙ୍ଗପୁରର ଭଡା ଘର ଓ କାର୍ଯ୍ୟାଳୟରେ, ଭୁବନେଶ୍ୱର, ଫୁଲବାଣୀ ଓ…