ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ କରୋନା
ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏନେଇ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ।
https://www.instagram.com/p/CEydxJNp3mB/?utm_source=ig_web_button_share_sheet
ସେ…