Latest Odisha News

BREAKING NEWS

ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଫେବୃଆରୀ ୨୪ ହୋଇଥିବା ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ହେଉଥିବା ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ଭାଇରାଲ ହୋଇଛି । ଏହି ଭିଡିଓଟି ଚାନ୍ଦବାଗ ଅଂଚଳର ବୋଲି ଜଣାପଡିଛି । ଏଥିରେ ସାହଦରା ଡିସିପି ଅମିତ ଶର୍ମା ଓ ଗୋକୁଲପୁରୀ…

ବଢୁଛି ଅର୍ଗାନିକ ଚାଷ ପ୍ରଣାଳୀର ଚାହିଦା…

ଆଜିର ସମୟରେ କୃଷିରେ ରାସାୟନିକ ଦ୍ରବ୍ୟର ବ୍ୟବହାର ବିଭିନ୍ନ ରୋଗର କାରଣ ପାଲଟୁଥିବା ବେଳେ କୃଷକମାନେ ଏକ ନୂତନ ଚାଷ ପ୍ରଣାଳୀ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି । ଏବେ କୃଷକମାନେ ନିଜ ନିଜ ଜମିରେ ଅର୍ଗାନିକ ପ୍ରଣାଳୀର ବ୍ୟବହାର କରି ଫସଲର ଉତ୍ପାଦ ବଢାଇବା ସହ ଭଲ ଆୟ ମଧ୍ୟ କରୁଛନ୍ତି ।…

ଆମ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ଆମଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଦଙ୍ଗା ଓ ଆଇବି ଅଧିକାରୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ତାହିରଙ୍କୁ ପୋଲିସ ଦଙ୍ଗାଦିନ ପରଠାରୁ ଖୋଜୁଥିଲା । ଏହା ପୂର୍ବରୁ…

ଯାତ୍ରୀବାହୀ ବସ୍‌କୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌

ବୌଦ୍ଧ: ଫାଇନ ଆଦାୟରେ ରେକର୍ଡ କଲା ବୌଦ୍ଧ ଆର୍‌ଟିଓ । ଯାତ୍ରୀବାହୀ ବସ୍‌ଠୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା ହୋଇଛି । ବୌଦ୍ଧ ଆର୍‌ଟିଓ ‘ମୀନରା’ ନାମକ ଏକ ଘରୋଇ ବସ୍‌କୁ ଏହି ଚାଲାଣ କାଟିଛନ୍ତି । ତେବେ ବସ୍‌ଟି ୫ଟି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଚାଲାଣ କଟାଯାଇଥିବା…

ଲଜ୍ଜା: ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ କନେଷ୍ଟବଳ

ଭୁବନେଶ୍ୱର: ନିଜ ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ ପୋଲିସ ଗୁରୁବାର ଦିନ ବିଜୟ ସେଠୀ ନାମକ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀ ସେଠୀ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ…

ଇପିଏଫ୍ ସୁଧ ହାର ୦.୧୫% କମିଲା

ନୂଆଦିଲ୍ଲୀ: ୬ କୋଟି କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଝଟ୍‌କା । କମିଲା ଇପିଏଫ୍ ସୁଧ ହାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧ ହାର କମାଇଛନ୍ତି ସରକାର । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ଆଜି ଘୋଷଣା କରିଛନ୍ତି । ଇପିଏଫ୍ ସୁଧ ହାର ୦.୧୫ ପ୍ରତିଶତ ହ୍ରାସ କରାଯାଇଛି…

୫୦୦ ଟି୨୦ ମ୍ୟାଚ ଖେଳିଲେ ପୋଲାର୍ଡ

ପାଲିକେଲ: ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରେନ ପୋଲାର୍ଡ଼ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ୫୦୦ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ଦଳୀୟ ଖେଳାଳିମାନେ ପୋଲାର୍ଡ଼ଙ୍କୁ ସ୍ୱତନ୍ତ୍ର…

ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ମାମଲାରେ ଗଣିତ ଶିକ୍ଷକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲର ଜଣେ ଶିକ୍ଷକଙ୍କୁ ଗୁରୁବାର ଦିନ ସପ୍ତମ ଶ୍ରେୀଣୀ ଛାତ୍ରୀଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି ଗଣିତ ଶିକ୍ଷକ ସଞ୍ଜୟ ପଟ୍ଟନାୟକ । ପୋଲିସ ତାଙ୍କୁ ଗତକାଲି ପଚରାଉଚୁରା ପାଇଁ ଅଟକ ରଖିଥିଲା । ଛାତ୍ରୀଙ୍କ…

ପୁଣି ଖୋଲିଲା ପଟିଆସ୍ଥିତ ବିଗ ବଜାର

ଭୁବନେଶ୍ୱର: ସିଲ୍ ହେବାର ୧୨ ଦିନ ପରେ ପୁଣି ଥରେ ଖୋଲିଛି ପଟିଆ ସ୍ଥିତ ବିଗ ବଜାର ମଲ୍ । ଏହାର ମାଲିକ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମ ମାନିବା ପରେ ବୁଧବାର ଦିନ ପଟିଆରେ ବିଗ୍ ବଜାର ଖୋଲାଯାଇଛି। ପାର୍କିଂ ଏବଂ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱର ବିକାଶ…

ଫାଶୀ ମିଳିବା ଯାଏଁ ଜାରି ରହିବ ଲଢ଼େଇ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ୪ଥର ଲାଗି ନୂଆ ଫାଶୀ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୦ ସକାଳ ୫.୩୦ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ଏନେଇ ଦିଲ୍ଲ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ କୋର୍ଟଙ୍କ ଏହି ନିଷ୍ପତି ପରେ…