Latest Odisha News

BREAKING NEWS

ଏମି ଜ୍ୟାକସନ ଷ୍ଟାଇଲର ପୋଷାକ ପିନ୍ଧି ମନ ଜିଣିଲେ କ୍ୟାଟ୍ରିନା

ମୁମ୍ବାଇ: ମଧ୍ୟପ୍ରଦେଶରେ ଆଇଆଇଏଫ ପୁରସ୍କାର-୨୦୨୦ ବିତରଣ ଉତ୍ସବ ମାର୍ଚ୍ଚ ୨୭ ଓ ୨୯ରେ ଆୟୋଜିତ ହେବ । ଏଥିପାଇଁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ବଲିଉଡର ଗ୍ଲାମର ଡଲ କ୍ୟାଟ୍ରିନା କୈଫ ଏଥିରେ ଯୋଗ ଦେଇଥିଲେ । ସେ ହଲିଉଡ ଅଭିନେତ୍ରୀଙ୍କ ଏମି ଜ୍ୟାକସନଙ୍କ ଷ୍ଟାଇଲର…

ସ୍ମୃତିରେ ବିଜୁ ପଟ୍ଟନାୟକ; ଜାଣନ୍ତୁ ତାଙ୍କ ଜୀବନର ଘଟଣାବଳୀ ବିଷୟରେ

ଭୁବନେଶ୍ୱର: ବିଜୟାନନ୍ଦ ପଟ୍ଟନାୟକଙ୍କୁ ବିଜୁ ପଟ୍ଟନାୟକ ନାମରେ ଜଣାଯାଏ । ଆଧୁନିକ ଓଡିଶାର ନିର୍ମାତା ରୂପେ ପ୍ରସିଦ୍ଧ ରାଜନେତା ଓ ଉଦ୍ୟୋଗପତି ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକରେ ହୋଇଥିଲା । ମାର୍ଚ୍ଚ ୫ ତାରିଖକୁ ପ୍ରତିବର୍ଷ ପଂଚାୟତିରାଜ ଦିବସ ରୂପେ…

ଚୀନ ବାହାର କଲା କରୋନା ଭାଇରାସର ପ୍ରତିଷେଧକ ଟୀକା !

ବେଜିଂ: ଚୀନ ବୁଧବାର ଦୃଢ଼ତା ସହକାରେ କହିଛି ଆମେ କରୋନା ଭାଇରସ (କୋଭିଡ-୧୯)ର ପ୍ରତିଷେଧକ ଟୀକା ବାହାର କରିଛୁ । ଖୁବ୍ ଶୀଘ୍ର ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ସ୍ଥାନୀୟ ଏକ ଟେଲଭିଜନ ରିପୋର୍ଟ ପ୍ରକାଶ କରିଛି । ପ୍ରାୟ ଏକ ମାସ ଧରି ଲିବେରେଶନ ଆର୍ମିର ମେଡିକାଲ ଷ୍ଟାଫ ଆକ୍ଳାନ୍ତ ପରିଶ୍ରମ…

ଗଙ୍ଗାରେ ବୁଡ ପକାଇଲେ ମହାନ ଫିଲ୍ଡର ରୋଡ୍ସ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ମହାନ ଫିଲ୍ଡର ଜଂଟି ରୋଡ୍ସ ଭାରତ ଏବଂ ହିନ୍ଦୁତ୍ୱକୁ ବେଶ୍ ଭଲ ପାଆନ୍ତି । ବୁଧବାର ସେ ଋଷିକେଶରେ ବୁଡ ପକାଇବା ସହ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଗଙ୍ଗାର ପବିତ୍ର ଥଣ୍ଡା ପାଣିରେ ବୁଡ ପକାଇଲି । ଏହା ଶାରୀରିକି ଓ…

ପ୍ରକୃତ କୁଲୀ ନମ୍ବର ୱାନ ଫଟୋ ଶେୟାର କଲେ ବରୁଣ

ମୁମ୍ବାଇ: ବରୁଣ ଧାୱନ ତାଙ୍କର ଆଗାମୀ ଫିଲ୍ମ କୁଲୀ ନମ୍ବର ୱାନ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ଏହି ଅବସରରେ ବରୁଣ ଜଣେ ମହିଳା କୁଲୀଙ୍କ ଫଟୋ ଶେୟାର କରିଛନ୍ତି । ତାଙ୍କୁ ପ୍ରଶଂସା କରିବା ସହ ସେ ଲେଖିଛନ୍ତି ଇଏ ହେଉଛନ୍ତି ପ୍ରକୃତ କୁଲି ନମ୍ବର ୱାନ…

ମନେ ପଡନ୍ତି ବିଜୁବାବୁ; ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ଟି ଅଜଣା କଥା

ଭୁବନେଶ୍ୱର: କୁହାଯାଏ, ସାହାସର ଅନ୍ୟନାମ ହେଉଛନ୍ତି ବିଜୁ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କିଏବା ନ ଜାଣେ । ସେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏକି ଏକାଧାରାରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା…

ବିଜୟ-ଅନନ୍ୟାଙ୍କ ଯୋଡିକୁ ଫ୍ୟାନ୍ସ ଦେଲେ ନୂଆ ନାଁ ‘ଆନାକୋଣ୍ଡା’

ମୁମ୍ବାଇ:ଚର୍ଚ୍ଚାରେ ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି । ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଆଗାମୀ ଫିଲ୍ମ “ଫାଇଟର”ର ସୁଟିଂ କରୁଛନ୍ତି । ଏହାରି ଭିତରେ ସୁଟିଂ ସେଟରୁ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ବିଜୟ ଅନନ୍ୟାଙ୍କୁ କୋଳେଇ…

ସୁନିଲ ଯୋଶୀ ହେଲେ ନୂଆ ଚିଫ୍ ସିଲେକ୍ଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କୁ ନୂଆ ଚିଫ୍ ସିଲେକ୍ଟର ଭାବରେ ବିସିସିଆଇ ମନୋନୀତ କରିଛି । ଏମଏସକେ ପ୍ରସାଦ ଓ ତାଙ୍କ ସାଥୀ ଗଗନ ଖୋଡାଙ୍କ ସ୍ଥାନରେ ସୁନିଲ ଯୋଶୀ ଏହି ଦାୟିତ୍ୱ ତୁଲାଇବେ । ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ, ଆରପି ସିଂ ଓ ସୁଲକ୍ଷଣା…

ଚନ୍ଦକାରେ ଗୁଳିମାଡ, ଜଣେ ଯୁବକ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ଅଂଚଳରେ ଗୁଳିମାଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ଦୁବୃର୍ତ ତାଙ୍କୁ ଗୁଳିମାଡ କରିଥିବା ଜଣାପଡିଛି । ସୂଚନା ମୁତାବକ, ମଦ ପିଇବାକୁ ନେଇ ଚନ୍ଦକା ଥାନା…

କରୋନା ଭୟ: ମାସ୍କ ପିନ୍ଧି ସଂସଦକୁ ଆସିଲେ ସାଂସଦ

ନୂଆଦିଲ୍ଲୀ: ଚାରିଆଡେ ସମସ୍ତଙ୍କୁ ଘାରିଛି ମାରାତ୍ମ ଭୂତାଣୁ କରୋନା ସଂକ୍ରମଣର ଭୟ । ସାଧାରଣ ଲୋକଙ୍କଠାରୁ ରାଜନେତା ସମସ୍ତଙ୍କୁ ଏହି ଭୂତାଣୁ ସଂକ୍ରମଣରେ ଭୟ ଘାରିଛି । ଏହି କ୍ରମରେ ଆଜି ବଜେଟ ଅଧିବେଶନ ସମୟରେ କରୋନାର ଭୟର ପ୍ରଭାବ ସାଂସଦଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ର…