ଗୁରୁତର କୋଭିଡ ରୋଗୀଙ୍କ ଉପରେ ଷ୍ଟେରୋଏଡର ବ୍ୟବହାର ପାଇଁ ଡବ୍ଲ୍ୟୁଏଚଓର ସୁପାରିଶ
ଲଣ୍ଡନ: ଗୁରୁତର କୋଭିଡ ରୋଗୀଙ୍କ ଉପରେ ଷ୍ଟେରୋଏଡ୍ ଚିକିତ୍ସା ଫଳରେ ମୃତ୍ୟୁ ଆଶଙ୍କା ୨୦% କମ୍ ରହୁଥିବା ନେଇ ଅନେକ ଅଧ୍ୟୟନରୁ ଜଣାପଡିଛି । ଯାହା ଫଳରେ ଗୁରୁତର କରୋନା ରୋଗୀଙ୍କୁ ଷ୍ଟେରୋଏଡ୍ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ସୁପାରିଶ କରାଯାଇଛି ।
ବିଶ୍ୱ…