Latest Odisha News

BREAKING NEWS

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍‌

ଭୁବନେଶ୍ୱର : ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍ ଏକ୍କା ଓ ଅଧିନାୟିକା ରାନୀ ରାମପଲ ଆଗରେ ରହିଛନ୍ତି । ଚଳିତ ମାସ ୮ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ ।  ଓଡ଼ିଶାର ଅଭିଜ୍ଞ ମହିଳା ଖେଳାଳି ଦୀପ ଗ୍ରେସ୍ ଏକ୍କା ଏବଂ ରାନୀ ରାମପଲଙ୍କ ନାଁ ପ୍ଲେୟର୍ ଅଫ୍ ଦି…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ସହ ଚିଲିକାରେ ଫସିରହିଲେ ୩୦ରୁ ଉର୍ଦ୍ଧ୍ୱ +୨ ଛାତ୍ରଛାତ୍ରୀ

ପୁରୀ: ଜହ୍ନିକୁଦ ଠାରୁ ସତପଡାକୁ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବୁଧବାର ସକାଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ହ୍ରଦରେ ଫସି ରହିଥିବା ପଡିଛି । ଉକ୍ତ ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ପ୍ରାପ୍ତ ସୂଚନାନୁଯାୟୀ ସେହି ଯାତ୍ରୀଙ୍କ ମଧ୍ୟରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ…

କରୋନା: ନୋଏଡାର ୬ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ନୋଏଡା: କରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ନୋଏଡାର ୬ କରୋନା ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ୱାବ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏହି ୬ଜଣଙ୍କୁ ସତର୍କତା ଅବଲମ୍ବନ ସ୍ୱରୂପ ଘରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି…

ମହଙ୍ଗା ପଡିଲା ଶ୍ରେଣୀ ଗୃହରେ ଶୋଇବା, ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ମହିଳା ଶିକ୍ଷକ ଡ୍ୟୁଟି ସମୟରେ ଶ୍ରେଣୀଗୃହର ଚଟାଣରେ ଶୋଇଥିବାର ଭିଡିଓ ମଙ୍ଗଳବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ପ୍ରାଥମିକ ତଦନ୍ତ ପରେ ଡ୍ୟୁଟିରେ ଅବହେଳା ଅଭିଯୋଗରେ…

ମାର୍ଚ୍ଚ ୮କୁ କାହିଁକି ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ ?

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖକୁ ସାରା ଦୁନିଆରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ମହିଳାଙ୍କ ପାଇଁ ସେହି ଦିନ ବିଶେଷ ହୋଇଥାଏ ଯେଉଁ ଦିନ ସେମାନେ ତାଙ୍କ ସ୍ୱାଧୀନତାର ଉତ୍ସବ ପାଳନ କରିଥାନ୍ତି । ଆସନ୍ତୁ ଜାଣିବା ମାର୍ଚ୍ଚରେ ହିଁ କାହିଁକି ପାଳନ କରାଯାଏ ଅର୍ନ୍ତର୍ଜାତୀୟ…

କରୋନା ଆତଙ୍କ: କିପରି ରହିବେ ସାବଧାନ ଓ କ’ଣ ରହିଛି ଲକ୍ଷଣ, ଜାଣନ୍ତୁ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୯,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ…

ଓଡିଆ ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ରିପବ୍ଲିକ ଅଫ୍ ତୁର୍କୀର ରାଷ୍ଟ୍ରଦୂତ ନିଯୁକ୍ତ

ଭୁବନେଶ୍ୱର: ୧୯୯୧ ବ୍ୟାଚର ବରିଷ୍ଠ ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର ପଣ୍ଡାଙ୍କୁ ରିପବ୍ଲିକ ଅଫ୍ ତୁର୍କୀରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ ସଞ୍ଜୟ କୁମାର ପଣ୍ଡା…

ଆସନ୍ତା ୭ ଯାଏଁ ରାଜ୍ୟରେ ବର୍ଷା; ୮ରୁ ବଢ଼ିବ ତାତି

ଭୁବନେଶ୍ୱର: ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ଆଜି ୧୨ଟି…

ପୂର୍ବ ଭାରତର ସବୁଠୁ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଭାବେ ସୋଆ ସମ୍ମାନିତ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଭାବେ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଟାଇମ୍ସ ଅଫ୍ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜ୍‌ନେସ୍ ଆୱାର୍ଡ-୨୦୨୦ରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)କୁ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଠାରେ ଶନିବାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୪-୩-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା୪ ରିଖ ବୁଧବାର  କୁମ୍ଭ ୨୧ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ  ନବମୀ ତିଥି   ମୃଗଶିରା  ନକ୍ଷତ୍ର ମିଥୁନ  ଚନ୍ଦ୍ର ଘାତ ବାର-: କର୍କଟ  ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ଓ ବିଛା…