ଆମେରିକାରେ ବାଇଡେନ୍ ରାଜ୍; ୫ ଲକ୍ଷ ଭାରତୀୟଙ୍କୁ ମିଳିବ ଆମେରିକୀୟ ନାଗରିକତ୍ୱ!
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିବା ଜୋ ବାଇଡେନ୍ ୧୦ ମିଲିୟନରୁ ଅଧିକ ପ୍ରବାସୀଙ୍କୁ ଆମେରିକୀୟ ନାଗରିକତ୍ୱ ଦେବାକୁ ଯାଉଛନ୍ତି। ବାଇଡେନ୍ ୧.୧ କୋଟି ପ୍ରବାସୀଙ୍କୁ ନାଗରିକତ୍ୱ ପ୍ରଦାନ ଦିଗରେ ଏକ ରୋଡମ୍ୟାପ ସୃଷ୍ଟି କରିବାକୁ…