ମୟୂରଭଞ୍ଜ ଲୋକସଭା ସାଂସଦଙ୍କ ହାତପାଣ୍ଠି ଜାଲିଆତି ଅଭିଯୋଗ; ୨ ଗିରଫ
ବାରିପଦା: ସାଂସଦଙ୍କ ଦସ୍ତଖତ ଜାଲ କରିବା ଓ ହାତପାଣ୍ଠି କାମରେ ଅନିୟମିତତା ଅଭିଯୋଗରେ ଦୁଇ ଗିରଫ । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଭିଯୋଗ କ୍ରମେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଅଗୋଚରରେ ହାତପାଣ୍ଠିରୁ କାମ ଆବଣ୍ଟନ ହେଉଥିବା ସାଂସଦ କହିଛନ୍ତି ।
ସାଂସଦଙ୍କ ଦସ୍ତଖତ…