Latest Odisha News

BREAKING NEWS

କରୋନା ଭୟରେ ନଏଡାରେ ସ୍କୁଲ ଛୁଟି

ନୂଆଦିଲ୍ଲୀ: କରୋନା ଭାଇରସର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ତେବେ ଭାରତରେ କରୋନା ଭାଇରସର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ତେଲଙ୍ଗାନାରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।…

ଓସ୍କାର ବିଜେତା କର୍କ ଡଗଲସ ୪୪୪ କୋଟି ଟଙ୍କା ଦାନ କରି ଦେଲେ

ଲସ ଏଞ୍ଜେଲସ୍‌: ତିନି ଥର ଓସ୍କାର ଜିତିଥିବା ହଲିଉଡ ଷ୍ଟାର କର୍କ ଡଗଲସ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ସେ ତାଙ୍କର ୪୪୪ କୋଟି ଟଙ୍କାର ସମ୍ପତି ଦାନ କରି ଦେଇଛନ୍ତି । ନିଜ ପିଲାମାନଙ୍କୁ ସେ ଟଙ୍କାଟିଏ ମଧ୍ୟ ଦେଇ ନାହାନ୍ତି । କର୍କ ଲେଖିଛନ୍ତି ମୋ ପୁଅ ମାଇକେଲ ଡଗଲସ…

ଓଡ଼ିଶାକୁ ନାହିଁ କରୋନା ଭୟ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତରେ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶାରେ ଏନେଇ ଆତଙ୍କ ସୃଷ୍ଟି ହୋଇଛି । ତେବେ ଓଡ଼ିଶାକୁ କରୋନା ଭୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ଭାଇରସ ନେଇ ସତର୍କ ଅଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱର…

ବାହ୍ୟ ମଳମୁକ୍ତ ଗ୍ରାମ: ଉଚ୍ଚ ସ୍ୱରରେ କୁହାଯାଉଥିବା ଏକ ଅର୍ଦ୍ଧସତ୍ୟ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁ’ ଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଂଟ ଫଳକ ସମସ୍ତଙ୍କ ନଜରରେ ପଡ଼ୁଥିବ ନିଶ୍ଚୟ । ପ୍ରାୟ ଚାରି ଫୁଟ୍ ଉଚ୍ଚର ଏହି ସିମେଂଟ ଫଳକ ଅଧିକାଂଶ…

ଇରାନ ନାଗରିକଙ୍କୁ ଜାରି ହୋଇଥିବା ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଇରାନ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଛି ଭାରତ । କରୋନା ଭାଇରସର ବଢ଼ୁଥିବା ଭୟକୁ ଦେଖି ଭାରତ ଏଭଳି ନିଷ୍ପତି ନେଇଛି । ସୂଚନାଯୋଗ୍ୟ ଯେ, ଚୀନ୍ ପରେ କରୋନା ଭାଇରସର କାୟା ଇରାନ୍‌କୁ ବିସ୍ତାର ହୋଇଛି । ଏହି ସଂକ୍ରମଣରେ ଏବେ ଇରାନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା…

ବାର୍ବି ବାହାର କଲା ବ୍ରିଟେନର ଦ୍ରୁତତମ ଧାବିକା ଡିନା ଆଶେର ସ୍ମିଥଙ୍କ ଲୁକ୍‌ର କଣ୍ଢେଇ

ଲଣ୍ଡନ: ବ୍ରିଟେନଇତିହାସର ଦ୍ରୁତତମ ଧାବିକା ଡିନା ଆଶେର ସ୍ମିଥଙ୍କ ସମ୍ମାନାର୍ଥେ ବାର୍ବି କମ୍ପାନୀ ତାଙ୍କ ଲୁକର କଣ୍ଢେଇ ବାହାର କରିଛି । ଡିନାଙ୍କ ବାର୍ବି କଣ୍ଢେଢ଼ ଛୋଟ ପିଲାଙ୍କୁ ଆଥଲେଟ ପ୍ରତି ଆକୃଷ୍ଟ କରିବା ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି । ଏହା ମୋ ପାଇଁ ନିଶ୍ଚିତ ଭାବେ ଏକ…

ବିଜେପି ନେତା କପିଲ ମିଶ୍ରାଙ୍କୁ ମିଳିବ Y+ ସୁରକ୍ଷା

ନୂଆଦିଲ୍ଲୀ: ବିଜେପି ନେତା କପିଲା ମିଶ୍ରାଙ୍କୁ ଦିଆଯିବ Y+ ସୁରକ୍ଷା । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ବଡ ନିଷ୍ପତି ଦିଲ୍ଲୀ ପୋଲିସ । ଦିଲ୍ଲୀ ହିଂସାରେ କପିଲ ମିଶ୍ରାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି ।…

ଓଡିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ’ ସମ୍ମାନ

ଭୁବନେଶ୍ୱର: ସାହିତ୍ୟିକ ଓ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀ ଓଡିଶାର ଆଧୁନିକ ନାଟକ ପାଇଁ ‘ସାହିତ୍ୟ ଭାରତୀ ସମ୍ମାନ ୨୦୨୦’ରେ ସମ୍ମାନିତ ହେବେ । ଗଙ୍ଗାଧର ରଥ ଫାଉଣ୍ଡେସନ ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ଥିବା ଏକ ରୋପ୍ୟ ପଦକ, ୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ…

ଟ୍ରାଫିକ୍ ଚେକିଂ: ୨ ବିଏମ୍‌ସି ଗାଡିକୁ ୩୨ ହଜାର ଟଙ୍କାର ଫାଇନ୍‌

ଭୁବନେଶ୍ୱର: ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ପୋଲିସର ଧରପଗଡ ଜାରି ରହିଛି । ରାଜଧାନୀ ଭୁବନେଶ୍ୱରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ତେବେ ଆଜି ବିଏମ୍‌ସିର ଆଳିଆ ବୁହା ୨ ଗାଡିରୁ ୩୨ ହଜାର ୫ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି । ବୀମା, ପରମିଟ୍ ଓ ପଲ୍ୟୁସନ ପାଇଁ ଗୋଟିଏ ଗାଡିକୁ ୨୨ ହଜାର…

ଡିଜେ ଗାଡିକୁ ୨୦ ହଜାର ଟଙ୍କା ଫାଇନ

ସମ୍ବଲପୁର: ଆଜି ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ଚେକିଂ ଜୋରଧାର ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟଲ ଉଲ୍ଲଂଘନ କାରୀଙ୍କ ଉପରେ ଜୋରଦାର ଚଢ଼ାଉ ହେଉଛି ଏବଂ ମୋଟା ଅଙ୍କର ଚାଲାଣ ମଧ୍ୟ କଟୁଛି । ଏହି କ୍ରମରେ ଆଜି ସମ୍ବଲପୁରର ଏକ ଡିଜେ ଗାଡିରୁ ୨୦ ହଜାର ୫…