Latest Odisha News

BREAKING NEWS

ସେଟ୍‌କୁ ଫେରିଲେ ବିଗ୍-ବି, ଆସିଲା ‘କେବିସି-୧୨’ର ପ୍ରୋମୋ, ଦେଖନ୍ତୁ ଭିଡିଓ

ମୁୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ କୁଇଜ୍ ଶୋ’ କେବିସି ସିଜନ-୧୨ର ପ୍ରୋମୋ । ଏହି ପ୍ରମୋରେ ବିଗ୍ ବି ଅମିତାଭ ବଚ୍ଚନ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ସହ ନଜର ଆସିଛନ୍ତି । କରୋନାକୁ ମାତ୍ ଦେବା ପରେ ଏହା ହେଉଛି ବିଗ୍ ବିଙ୍କ ପ୍ରଥମ ଟିଭି ଶୋ’ । ଏହି ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର…

ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍‌

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୩ଟି ଗେଟ୍ । ଏବେ ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ହୀରାକୁଦର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଡ୍ୟାମକୁ ଜଳ ପ୍ରବେଶ କମିଛି। ଏବେ ଡ୍ୟାମକୁ ୬ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ଲକ୍ଷ ୬୫…

ଜେଇଇ ମେନ୍ ପରୀକ୍ଷା: ଓଡିଶା ମୋ ପରିବାର ତରଫରୁ ହେଲ୍ପ ଡେସ୍କ

ଭୁବନେଶ୍ୱର: ଓଡିଶା ମୋ ପରିବାର ତରଫରୁ ସମସ୍ତ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଗୁଡିକରେ ‘ହେଲ୍ପ ଡେସ୍କ’ ପ୍ରସ୍ତୁତ କରାଯାଉଛି । ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ଯେ…

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: ବଡମ୍ବା ବିଜେଡି ବିଧୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ସୁସ୍ଥ ଅଛି । ଡ୍ରାଇଭର…

କାହା ପ୍ରତି ଭୟଭୀତ କଙ୍ଗନା ରଣାୱତ ?

ମୁମ୍ବାଇ: ପୁଣିଥରେ ମୁମ୍ବାଇ ପୋଲିସକୁ ନେଇ ନିଜ ମତ୍ତ ରଖିଛନ୍ତି କଙ୍ଗନା ରଣାୱତ । ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସକୁ ହିଁ ରହସ୍ୟମୟ କରିଥିଲା । ଏ କଥା କଙ୍ଗନା ବହୁବାର କହିଆସିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଭେଦିବା ପାଇଁ କଙ୍ଗନା ପ୍ରଥମରୁ ହିଁ ସାମ୍ନାକୁ ଆସିଛନ୍ତି ।…

ବନ୍ୟା ଯୋଗୁଁ ୨୦ ଜିଲ୍ଳା ପ୍ରଭାବିତ, ୧୭ ମୃତ: ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଛି । ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ ଏସ୍‌ଆର୍‌ସି ସୂଚନା…

୩ ମାସର ଛୁଆ ବିକିଲା, ମୋବାଇଲ ଓ ଗାଡି କିଣିଲା !

କର୍ଣ୍ଣାଟକ: ନିଜ ସଉକ ପୂରଣ କରିବା ପାଇଁ ଆପଣ କଣ କରିବେ । ଚାକିରୀ କରିବେ, ବେପାର କରିବେ, ଚୋରି କରିବେ ନା ଧାର କରଜ ଟଙ୍କାରେ ମଉଜ ମସ୍ତି କରି ଲୁଚିବୁଲିବେ । ହେଲେ କେବେ ଆପଣଙ୍କ ନଜରକୁ ଆସିଛି ଯେ, ମୋବାଇଲ ଓ ଗାଡି କିଣିବା ପାଇଁ ଜଣେ ବାପା ତା ତିନି ମାସର ଛୁଆକୁ ବିକ୍ରି କରିଛି ।…

ଖୁଦୁରୁକୁଣୀ ଓଷା ହେଲା କାଳ, ଭାସିଗଲେ ୪ ନାବାଳିକା

ନୟାଗଡ: ଖୁଦୁରୁକୁଣୀ ପାଇଁ ନଦୀରେ ଗାଧୋଇବା ହେଲା କାଳ । ବନ୍ୟା ଜଳରେ ଭାସିଗଲେ ୪ ନାବାଳିକା । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନିକଟ ଟାକରା ପଂଚାୟତ ବୁରୁ ସାହିର ବୃତ୍ତଙ୍ଗ ନଦୀରେ ଘଟିଛି ଏଭଳି ଘଟଣା…

ଜେଇଇ ଓ ନେଟ୍ ପରୀକ୍ଷା ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଜେଇଇ ଓ ନେଟ୍ ପରୀକ୍ଷାର ସୁପରିଚାଳନା କରିବ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରୀକ୍ଷା ପାଇଁ ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ରହଣୀ ପାଇଁ ୮ଟି ସ୍ଥାନରେ ବ୍ୟବସ୍ଥା…

ଦଳେଇ ଘାଇରେ ବିପଦ ସଂକେତ ଟପିଲା

ଜଗତସିଂହପୁର: ଦଳେଇ ଘାଇରେ ବିପଦ ସଂକେତ ଟପିଲା ଦେବୀ ନଦୀ । ଏଠାରେ ବିପଦ ସଂକେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟରେ ଜଳ ପ୍ରବାହିତ ହେଉଛି । ସେହିପରି ମାଛ ଗାଁରେ ମଧ୍ୟ ବିପଦ ସଂକେତ ଟପିଛି ଦେବୀ ନଦୀ । ଏଠାରେ ବିପଦ ସଂକେତ ୧୩ ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ଉପରେ…