ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ; ଜଣେ ଯବାନ ସହିଦ
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜାରି ରହିଛି ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ । ଗତକାଲି ରାତିରେ ଶ୍ରୀନଗର ପାଣ୍ଠାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏଥିରେ ୩ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି ।
ସୂଚନାନୁସାରେ, ଶନିବାର ରାତିରେ ଶ୍ରୀନଗରର ପାଣ୍ଠାରେ…