Latest Odisha News

BREAKING NEWS

ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ ଓ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ଅନୁଗୋଳ: ଦୁଇ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଭୂଜାଲୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଭାଇ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ମୁଷାପାପୁଲୀ ଛକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ରନ୍ତଲେଇ ଗାଁର ଦୁଃଶାସନ ସେନାପତି । ତାଙ୍କ ଭାଇ…

କାରକୁ ଚାପି ଦେଲା ହାଇଓ୍ୱା, ୨ ଜଣ ଗୁରୁତର

କଟକ: ବାରଙ୍ଗ ନିକଟ ତ୍ରିଶୂଳିଆରେ ନେତାଜୀ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଉପରେ ମାଡ଼ି ଗଲା ବାଲି ବୋଝେଇ ହାଇଓ୍ୱା । ଏଥିରେ କାରରେ ଥିବା ଡ୍ରାଇଭର ଅ ଅନ୍ୟ ଜଣେ ଆହତ ହୋଇଛନ୍ତି । କାର୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

ଆସନ୍ତୁ ବୁଲିଯିବା ଗଞ୍ଜାମର ତାରାତାରିଣୀ ମନ୍ଦିର

ଭୁବନେଶ୍ୱର: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ତାରାତାରିଣୀଙ୍କ ଏକ ମନ୍ଦିର । ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି…

୧୪ ଦିନିଆ ନ୍ୟାୟିକ ହେପାଜତରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ନଭେମ୍ୱର ୧୮ ତାରିଖ ଯାଏ ନ୍ୟାୟିକ ହେପାଜତରେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଇଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀ ହେପାଜତକୁ ପଠାଇ ଦିଆଯାଇଛି । ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ରହିଛି । ଅର୍ଣ୍ଣବଙ୍କ ସମେତ ଗିରଫ ଅନ୍ୟ…

ଆମେରିକା ନିର୍ବାଚନ: ବହୁମତ ମୁହାଁ ଜୋ ବାଇଡେନ୍, ପଛରେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ଲଢ଼େଇ । କାହା ଦଖଲକୁ ଯିବ ହ୍ୱାଇଟ୍ ହାଉସ୍ ? ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆଗରେ ରହିଛନ୍ତି ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଜେନଙ୍କୁ…

ହାପି ବାର୍ଥ ଡେ କିଙ୍ଗ କୋହଲି…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ଫିଟ ମ୍ୟାନ । କୋଟି କୋଟି ଯୁବ କ୍ରିକେଟରଙ୍କ ପାଇଁ ଆଦର୍ଶ ପାଲଟିଥିବା ଏହି ଷ୍ଟାର କ୍ରିକେଟର ପ୍ରତିବର୍ଷ ଭିନ୍ନ ଭିନ୍ନ ଅନ୍ଦାଜରେ ତାଙ୍କ…

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କରେ ଜାଣନ୍ତୁ, କିଛି ଅଜଣା କଥା

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥ। ଅନେକ ରସହ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୫-୧୧-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୫ ରିଖ ଗୁରୁବାର ତୁଳା ୨୦ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର:- ତୁଳା ଓ କୁମ୍ଭ ରାଶିର    ଘାତ ଚନ୍ଦ୍ର:- କନ୍ୟା ରାଶି ପୁରୁଷ ଓ…

ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହେବାରୁ ଗତକାଲି ସେ ଘରକୁ ଫେରିଥିଲେ । ଆଜି ହଠାତ୍ ସେ…

ଉଜାଗର ହେଲା ପଞ୍ଜାବ ଗୁରୁଦ୍ୱାର କୂଅରୁ ମିଳିଥିବା ୨୮୨ ସୈନିକଙ୍କ କଙ୍କାଳର ରହସ୍ୟ

ମୋହାଲୀ: ପଞ୍ଜାବର ଅଜନାଲା ଗୁରୁଦ୍ୱାର ସ୍ଥିତ ଏକ କୂଅରୁ ୨୮୨ ସୈନିକଙ୍କ କଙ୍କାଳ ମିଳିଥିଲା । ପ୍ରାରମ୍ଭିକ ଯାଂଚରେ ଏହି କଙ୍କାଳ ୧୯୪୭ ଦଙ୍ଗାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୋଲି ଦର୍ଶାଯାଇଥିଲା । ମାତ୍ର ଦୀର୍ଘ ଦିନ ପରୀକ୍ଷଣ ପରେ ଏବେ ଏହାର ରହସ୍ୟ ଉଜାଗର ହୋଇଛି । ଏହି ସବୁ…