Latest Odisha News

BREAKING NEWS

‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା’ରେ ସ୍ୱର୍ଣ୍ଣ ଜିତିଲେ ସମ୍ବଲପୁର ଝିଅ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବେଳେ ଶୁକ୍ରବାର ଦିନ ସମ୍ବଲପୁର ୟୁନିଭର୍ସିଟିର ଛାତ୍ରୀ ମନିଷା ମେରେଲ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଏହି କ୍ରୀଡାରେ ମନିଷା ଲଙ୍ଗଜମ୍ପ (୬.୨୨ମି.) ଇଭେଣ୍ଟରେ ଓଡିଶା ଲାଗି ଏହି ପଦକ ଜିତିଛନ୍ତି । ଏହା…

ସୋନିଆଙ୍କୁ ବିଜେପିର ପାଲଟା ପ୍ରଶ୍ନ; ରାଜଧର୍ମ ନାଁରେ ଲୋକଙ୍କୁ ଉସୁକାଇବା ବନ୍ଦ କରୁ କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ହିଂସା ଥମିଯାଇଛି । କିନ୍ତୁ ଏହି ମାମଲାରେ ରାଜନୈତିକ ବୟାନ ଏବେ ବି ଜାରି ରହିଛି । ତେବେ କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ରାଜଧର୍ମ ପ୍ରସଙ୍ଗ ଉଠାଇଥିଲା । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ୱାରା ମୋଦି ସରକାରଙ୍କ ଉପରେ ରାଜଧର୍ମ ପାଳନ…

ଏଣିକି ଆରଟିଓ ଅଫିସରେ ପାନ, ଗୁଟଖା ଖାଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା ଜୋରିମାନା !

ରାଉରକେଲା: ଅଫିସ କାନ୍ଥରେ ପାନଛେପର ଚିତ୍ର ସବୁଆଡ଼େ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଶୁକ୍ରବାର ଦିନ ଏକ ନୋଟିସ୍ ଜାରି କରିଛନ୍ତି । ଆରଟିଓ ଅଫିସକୁ ଆସୁଥିବା ଯଦି କୌଣିସି ବ୍ୟକ୍ତି ପାନ, ଗୁଟଖା ଖାଉଥିବା ଧରାପଡ଼ନ୍ତି ତେବେ…

ହ୍ରାସ ହେଲା ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା

ଅମୃତସର: ପଞ୍ଜାବ ସରକାର ନିଜ ରାଜ୍ୟର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ହ୍ରାସ କରିଛନ୍ତି। ପୂର୍ବରୁ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷ ହୋଇଥିବା ବେଳେ ଏହାକୁ ୨ ବର୍ଷ କମାଇ ୫୮ ବର୍ଷକୁ କମାଇ ଦେଇଛନ୍ତି। ଶୁକ୍ରବାର ଦିନ ୨୦୨୦-୨୧ ବର୍ଷର ବଜେଟ ଉପସ୍ଥାପନା କରିବା ସମୟରେ…

ଓଡିଶାକୁ ‘ସ୍ପେଶାଲ୍ ଫୋକସ ଷ୍ଟେଟ’ ମାନ୍ୟତା ଲାଗି ଦାବି କଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବା ଲାଗି ଦାବି କରିଛନ୍ତି । ଏହି ବୈଠକକୁ ସମ୍ବୋଧିକ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ଫନୀ ସମୟରେ…

ଶାହାଙ୍କ ଅଧ୍ୟକ୍ଷତାରେ ଚାଲିଛି ପୂର୍ବାଞ୍ଚଳ ପରିଷଦ ବୈଠକ; ନବୀନ ରଖିଲେ ବିଭିନ୍ନ ଦାବି

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ। ଏହି ବୈଠକ ଆଜି ପୂର୍ବାହ୍ନ ୧୦ଟା ୪୦ମିନିଟ ସମୟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ନବୀନଙ୍କ…

ମାର୍ଚ୍ଚ ୨ ଯାଏଁ ଓଡିଶାରେ ଜାରି ରହିବ ଘନ କୁହୁଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଘନ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । ଏପରିକି ୧୦ମି.ରୁ ଆଗକୁ ରାସ୍ତା ଦୃଶ୍ୟମାନ ନହେବାଫଳରେ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା । ଏହାବ୍ୟତିତ ଭଦ୍ରକ, କେନ୍ଦ୍ରାଡା, ଅନୁଗୁଳ, ଜଗତସିଂହୁର, କଳାହାଣ୍ଡି, କନ୍ଧମାଳ ଓ…

ଦିଲ୍ଲୀର ନୂଆ ପୋଲିସ କମିସନର୍‌ ଭାବେ ଭାର ଗ୍ରହଣ କରିବେ ଏସ. ଏନ. ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦିଲ୍ଲୀରେ ନଗରିକତା ଆଇନ ସପକ୍ଷ ଓ ବିପକ୍ଷ ବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବର୍ତ୍ତମାନ ଅଣାୟତ୍ତ ହୋଇଗଲାଣି । ଏପର୍ଯ୍ୟନ୍ତ ଏହି ହିଂସାରେ ୩୮ ଜଣଙ୍କ ପ୍ରାଣ ଗଲାଣି। ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ସବୁଆଡୁ ଭର୍ତ୍ସନା ମିଳିଲାଣି। ଏଭଳି…

ପୋକ୍ସୋ କୋର୍ଟରେ ନିଯୁକ୍ତି ଲାଗି ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ୨୪ ଟି ପୋକ୍ସୋ କୋର୍ଟ ଲାଗି ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପୋକ୍ସୋ କୋର୍ଟରେ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ମୋଟ୍ ୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଗୃହ ବିଭାଗ ପକ୍ଷରୁ ଏନେଇ ଆକାଉଣ୍ଟ…

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଦଳୀୟ କର୍ମୀ ଓ ନେତା ଭବ୍ୟ ସ୍ୱାଗତ କରିଛନ୍ତି । ଓଡ଼ିଶାର ପାରମ୍ପରିକ ନୃତ୍ୟ ପାଇକ ଆଖଡା ସହ ଶାହାଙ୍କୁ ସ୍ୱାଗତ…