ତାଳଚେରରୁ ଜବତ ହେଲା ପ୍ରାୟ ୫ ଲକ୍ଷ ଟଙ୍କାର ବାଣ
ଅନୁଗୁଳ: ଅନୁଗୁଳର ତାଳଚେର ବଜାରରୁ ଜବତ ହୋଇଛି ବିପୁଳ ପିରମାଣର ବାଣ। ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଉପସ୍ଥିତି ରେ ଏହି ବାଣ ଜବତ କରାଯାଇଛି।
ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ଏହି ବାଣ ଜବତ କରିଛି। ଚଢ଼ାଉ ସମୟରେ ଗୋଟିଏ ଟ୍ରକ ଭର୍ତ୍ତି ବାଣ…