ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୧୦ କରୋନା ରୋଗୀ
ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୪୩୫ ଜଣ ଖୋର୍ଦ୍ଧା, ୨୭୭ ଜଣ ଗଞ୍ଜାମରୁ, ୨୨୫ ଜଣ କଟକରୁ, ୨୧୮ ଜଣ ପୁରୀରୁ, ୧୮୨…