Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୮-୮-୨୦୨୦ ଶୁକ୍ରବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ମାସ ତା ୨୮ ରିଖ ଶୁକ୍ରବାର ସିଂହ ୧୩ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର   ଘାତ ବାର :- ବିଛା ଧନୁ ଓ…

ଅବୁଦ୍ଧ ଗୌତମ

କାହା ଡାକରେ ଉଚ୍ଚାଟ ହେଉଛି ମନ ବେଳକୁ ବେଳ, ଥରକୁ ଥର ଭାଙ୍ଗି ଯାଉଛି ସଂକଳ୍ପ ସଂଯମତାର କଠୋର ବ୍ରତ । ଅନୁଭବ କରିପାରୁଚି ଏବେ ମୁଁ ମୋ ଆଖିର ଆଢୁଆଳେ କେଉଁଠି ବର୍ଷା ହେଉଚି ! ସାମ୍ନାରେ ଠିଆ ହୋଇଚି କିଏ ଜଣେ ପ୍ରଶ୍ନମାନଙ୍କର ସମାହିତ ଛାୟା ଯଶୋଧାରା, ଗୌତମୀ, ଗୋପା କି…

ଦୋକାନ ମାଲିକଙ୍କୁ ଆକ୍ରମଣ କରି ଲୁଟି ନେଲେ ସୁନାଗହଣା

ବ୍ରହ୍ମପୁର: ଅଳଙ୍କାର ଦୋକାନୀ ମାଲିକ ଶରତ ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ କେହି ଦୁବୃର୍ତ୍ତ ଆକ୍ରମଣ କରି ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୁହେଁ ବାଇକ ଯୋଗେ ଗତକାଲି ରାତି ୯ ଟାରେ ଦୋକାନରୁ ଛତ୍ରପୁର କୋର୍ଟ ରେଳ ଷ୍ଟେସନ ନିକଟ…

ଜବତ ହେଲା ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ରୂପା ଇଟା; ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ଚାଲାଣ ହେଉଥିବା ପ୍ରାୟ ୨୦ ଲକ୍ଷ ଟଙ୍କାର ରୂପା ଇଟାକୁ ଆନ୍ଧ୍ରପ୍ରଦେଶ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ମଛଲିପଟନମର ପି ସୁରି ବାବୁ, ଇଜାଦ୍ ଗୋବିନ୍ଦ ଏବଂ ନରସିଂହମୁଲୁ । ଯେଉଁମାନେ କି…

ମାଆ ହେଲେ ଆମେରିକାର ଲୋକପ୍ରିୟ ଗାୟିକା କେଟି ପେରୀ

ୱାଶିଂଟନ: ଆମେରିକାର ଲୋକପ୍ରିୟ ପପ୍ ଗାୟିକା କେଟି ପେରୀ ମାଆ ହୋଇଛନ୍ତି । ସୋସିଆଲ ସାଇଟରେ କେଟି ଏବଂ ତାଙ୍କ ଭାବି ସ୍ୱାମୀ ଆର୍ଲୋଣ୍ଡା ବ୍ଲୁମ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ଶେୟାର କରିଥିଲେ । ଜନ୍ମିତ ଶିଶୁ କନ୍ୟାର ନାମ ଡେଜି ଡୋଭ ବ୍ଲୁମ ରଖାଯାଇଛି । ଡେଜି ବ୍ଲୁମ ଦୁନିଆକୁ…

ୟୁଜିସି ପରୀକ୍ଷା ଗାଇଡଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ

ନୂଆଦିଲ୍ଲୀ: ୟୁଜିସି ଜାରି କରିଥିବା ପରୀକ୍ଷା ଗାଇଡାଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବାକୁ ୟୁଜିସି ଗାଇଲାଇନ୍ ଜାରି କରିଥିଲା । ଏହାଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଶୁଣାଇବେ । ଗତ ଜୁଲାଇ ମାସରେ ୟୁଜିସି ପକ୍ଷରୁ…

ଲଗାଣ ବର୍ଷା ଯୋଗୁଁ ବେହାଲ ବାରିପଦା

ବାରିପଦା: ବାରିପଦା ସହରରେ ଲୋକଙ୍କ ଘରେ ପଶିଲା ବନ୍ୟା ପାଣି । ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଯାଇଥିବା ଜରାଳୀ ଏବଂ ସରାଳୀ ନାଳ ଗୁଡିକରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଫଳରେ ସହରର ବିଭିନ୍ନ ସ୍ଥାନରେ ଏହି ନାଳ ସଂଗଲଗ୍ନ ଗୃହ ଗୁଡିକ ସହ ସହରର ତଳି…

ଜେଇଇ-ନିଟ୍ ପରୀକ୍ଷାକୁ ନେଇ ପ୍ରତିବାଦ, ପୋଲିସର ଲାଠି ଚାର୍ଜ

ଲକ୍ଷ୍ନୌ: ମହାମାରୀ କରୋନା ଭିତରେ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହାକୁ ବିରୋଧ କରି ଆଜି ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜଭବନ ଆଗରେ ସମାଜବାଦୀ କର୍ମୀମାନେ ପ୍ରତିବାଦ କରିଛନ୍ତି । ଏହି…

ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ଝଡ ଲୌରା: ଆମେରିକାରେ ବ୍ୟାପକ କ୍ଷୟକ୍ଷତି, ୨୪୦ କିଲୋମିଟର ବେଗରେ ପବନ ବହିଲା

ୱାଶିଂଟନ: ଆମେରିକାରେ ସାମୁଦ୍ରିକ ଝଡ ଲୌରା ତାର ତାଣ୍ଡବ ରୂପ ଦେଖାଇଛି । ଏହା ଲୁସିଆନାରେ ଲ୍ୟାଣ୍ଡଫଲ କରିବା ପରେ ୨୪୦ କିଲୋମିଟର ପ୍ରତି ଘଂଟାରେ ପବନ ବହିଥିଲା । ଲୁସିଆନା, ଟେକ୍ସାସରେ  କାଟେଗୋରୀ ୪ ର ସାମୁଦ୍ରିକ ଝଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା  ।  ୧୮୫୬ ମସିହା ପରର ଏହା…

କରୋନା ପାଇଁ ଏବର୍ଷ କମିଛି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ଜିଏସ୍‌ଟି ଆଦାୟ କମିଛି । ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ରହିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ୪୧ତମ ଜିଏସ୍‌ଟି ବୈଠକ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…