Latest Odisha News

BREAKING NEWS

ପୁରୀରେ ୫ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କଲେ ଆଶା ସାଥୀ

ପୁରୀ: ଆଶା ସାଥୀମାନଙ୍କର ଦେଖାଦେଉଥିବା ସମସ୍ୟା ଦୂରୀକରଣ ଉଦ୍ଦେଶ୍ୟରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ଆହ୍ୱାନ କ୍ରମେ ୫ ଦଫା ଦାବୀ ପ୍ରଦାନ କରାଯାଇଛି ।  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଗୁରୁବାର ଦିନ ଏହି ଦାବୀପତ୍ର ସ୍ୱାସ୍ଥ୍ୟ ଓ…

ଶୁକ୍ରବାର ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଆସନ୍ତାକାଲି ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଏହାପରେ ପ୍ରଥମେ ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ପୂର୍ବ ଭାରତ ରଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ…

ଗମ୍ଭୀର କହିଲେ, ଆଇବି ଅଧିକାରୀ ହତ୍ୟା ଘଟଣାରେ କେଜରିୱାଲଙ୍କ ନୀରବତା ଚିନ୍ତାଜନକ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗ ଅଧିକାରୀଙ୍କ ମୃତୁ୍ୟ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀରବତା ଚିନ୍ତାଜନକ ଓ ଭୟଙ୍କର ବୋଲି କହିଛନ୍ତି । ଆପର ପାର୍ଷଦ ତାହିର ହୁସେନ ଏହି ହତ୍ୟକାଣ୍ଡରେ ଜଡିତ ଥିବା ପ୍ରାରମ୍ଭିକ ପୋଲିସ ରିପୋର୍ଟରୁ ଅନୁମାନ…

ଆସନ୍ତା ଫେବୃଆରୀ ୨୯ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଦ୍‌ଘାଟନ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଥରେ ସ୍ୱାସ୍ଥ୍ୟସେବାକୁ ନେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ କୌଶଳ ପର୍ଯ୍ୟବେସିତ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା…

ମନ୍ଦିର ମାଟିତଳୁ ମିଳିଲା ୧୭୧୬ କିଲୋଗ୍ରାମର ସୁନା

ତିରୁଚିରାପଲି: ତାମିଲନାଡୁର ତିରୁଚିରାପଲି ଜିଲାରେ ଥିବା ଜମ୍ବୁକେଶ୍ୱର ମନ୍ଦିର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳୁ ୧୭୧୬ କିଲୋଗ୍ରାମର ସୁନା ମିଳିଛି । ଏହାର ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୭ଫୁଟ ଖୋଳା ହେବା ପରେ ୧୦୦୦ରୁ ୧୨୦୦ ବର୍ଷ ତଳର ଏହି ସ୍ୱର୍ଣ୍ଣ…

ଆସନ୍ତାକାଲି ପୂର୍ବାଂଚଳ ପରିଷଦ ବୈଠକ, ଯୋଗଦେବେ ଅମିତ ଶାହା

ଭୁବନେଶ୍ୱର: ଆସନ୍ତାକାଲି ତଥା ଶୁକ୍ରବାର ଭୁବନେଶ୍ୱରେ ଅନୁଷ୍ଠିତ ହେବ ପୂର୍ବାଂଚଳ ପରିଷଦ ବୈଠକ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ଓଡିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିସହ ଏହିସବୁ…

ଦିଲ୍ଲୀ ଦଙ୍ଗା ଶୁଣାଣି: ରାତାରାତି ବଦଳିଲେ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ଏସ ମୁରଲିଧର । ତାଙ୍କୁ ଦିଲ୍ଲୀ…

ଆପ୍ ନେତା ତାହିରଙ୍କ ଘରୁ ପେଟ୍ରୋଲ ବୋମା, ପଥର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଏବେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ…

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପୁଥିବା ହିଂସା ଉଗ୍ର ରୂପ ନେଇଛି । ଏହାରି ଭିତରେ ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୁରଜେବାଲା…

ଆମେରିକା ବିୟର କମ୍ପାନୀରେ ଗୁଳିକାଣ୍ଡ: ୭ ମୃତ

ନ୍ୟୁୟର୍କ: ଆମେରିକାର ଏକ ବିୟର କମ୍ପାନୀରେ ହଠାତ୍ ଜଣେ ବ୍ୟକ୍ତି ଗୁଳିଚାଳନା କରିବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ମୋଲସନ କୁର୍ସ କମ୍ପ୍ଲେକ୍ସରେ ଜଣେ ଆତତାୟୀ ଅତର୍କିତ ଗୁଳିକରିବା ଆରମ୍ଭ କରିଦେଇଥିଲା । ଏଥିରେ  ୭ ଜଣ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । …