ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍ର ଟାର୍ଗେଟ
ଅବୁଧାବି: ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍ର ଟାର୍ଗେଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଦେବଦତ୍ତ ପାଡିକ୍କଲଙ୍କ ୫୦ ଓ ଏବି ଡିଭିଲିୟର୍ସଙ୍କ ୩୪ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ ହରାଇ ୧୫୨ ରନ୍ କରିଛି । ଟସ୍…