Latest Odisha News

BREAKING NEWS

ବଢ଼ୁଛୁ ବୈତରଣୀର ଜଳସ୍ତର: ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର: ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଘୁଚାପ ଜନିତ ଲଗାଣ ବର୍ଷା ବୈତରଣୀ ଓ ତାର ଶାଖା ନଦୀ ଗୁଡିକ କ୍ରମଶଃ ଫୁଲି ବିଶାଳ ରୂପ ଧାରଣ କଲେଣି। ବୈତରଣୀ ନଦୀ ବିପଦ ସଙ୍କେତର ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ…

ଦ’ କପିଳ ଶର୍ମା ସୋ’ ବନ୍ଦ କରିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆହ୍ୱାନ, ଜାଣନ୍ତୁ କାହିଁକି

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଉ ଅଡୁଆ ଛିଡୁ ନଥିବା ବେଳେ ନୂଆ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ତେବେ ଏବେ ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ପ୍ରଶଂସକ "ଦ' କପିଳ ଶର୍ମା ସୋ ବର୍ଜନ କରିବାକୁ ଆହ୍ୱାନ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଆପଣ ଭାବୁଥିବେ…

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା: ରେଡ଼ ଓ୍ୱାର୍ଣ୍ଣିଂରେ ୧୩ ଜିଲ୍ଲା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଗତ ୨ ଦିନ ହେବ ଲଗାଣ ବର୍ଷାରେ ବେହାଲ ହେଲାଣି ରାଜ୍ୟ । ସବୁଆଡେ ଜଳମଗ୍ନ । ଅଧିକାଂଶ ନଦୀ ଫୁଲିବା ଆରମ୍ଭ କଲେଣି । ମାତ୍ର ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ନାଲକୋ ଛକ ନିକଟରେ ୨ ଟି କାର୍‌ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ  ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ସୂଚନା ମିଳିଛି । ମୃତକ ମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।ମୃତକଙ୍କ ମଧ୍ୟରେ…

ଜାଣନ୍ତୁ, ଗୋଲାପ ଫୁଲର ଔଷଧୀୟ ଗୁଣ ସମ୍ପର୍କରେ

ଭୁବନେଶ୍ୱର: ଗୋଲାପକୁ ଫୁଲ ମାନଙ୍କ ମଧ୍ୟରେ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ମଧ୍ୟ ସେତିକି ତୃପ୍ତି ଦିଏ । ସମସ୍ତଙ୍କ ବଗିଚାରେ ସହଜରେ ମିଳିଯାଉଥିବା ଏହି ଫୁଲରେ ଭରି ରହିଛି ଅଦ୍ଭୁତ ଔଷଧୀୟ ଗୁଣ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

ପ୍ରତିଦିନ ଘରେ ବଜାନ୍ତୁ ଶଙ୍ଖ; ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୁଭ କମରେ ପ୍ରଥମେ ଶଙ୍ଖକୁ ଖୋଜା ଯାଏ । ସତେ ଯେପରି ଶଙ୍ଖ ଧ୍ୱନି ବିନା ସବୁ କାମ ଅଧୁର ରହିଯିବ। ମନ୍ଦିର ହେଉ ଅବା ଘରେ ପୂଜା ପର୍ବ ତଥା ଶୁଭ କାମରେ ଶଙ୍ଖ ଧ୍ୱନି ବାଜିଲେ ଚାରିଦିଗରେ ଏକ ଧାର୍ମିକ ଓ ଶାନ୍ତିର ବାତାବରଣ ଖେଳିଯାଏ । ଖାଲି ଧାର୍ମିକ ନୁହେ ଶଙ୍ଖ ଧ୍ୱନୀ ସହ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୨୭-୮-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୭ ରିଖ ଗୁରୁବାର ସିଂହ ୧୨ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର    ଘାତ ବାର:- ତୁଳା ଓ କୁମ୍ଭ…

ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ପାରା ଆଥଲେଟ୍ ଜୟନ୍ତୀ ବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦୃଷ୍ଟିରୁ ସେ ଏହି ପୁରସ୍କାର ପାଇବେ । ଆସନ୍ତା ୨୯ରେ ଜାତୀୟ କ୍ରିଡ଼ା ଦିବସ ଅବସରରେ ଲୋକସେବା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ…

କେବଳ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ନୁହେଁ ମହେଶ ଭଟ୍ଟ ସବୁବେଳେ ଥାନ୍ତି ଚର୍ଚ୍ଚାରେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବେ ସବୁ ଦିନ ଖବରରେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁ ବାର ମହେଶ ଏପରି ଖବରରେ ରହି ଆସିଛନ୍ତି । ପରବିନ ବାବିଙ୍କ ସହ ସମ୍ପର୍କକୁ ନେଇ ହେଉ ଅବା କଙ୍ଗନାଙ୍କ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ…

ସୁଶାନ୍ତ ସିଂ କେସ୍ :ରିୟାଙ୍କ ବିରୋଧରେ ମାମଲା ରୁଜୁ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ରିୟା ଚକ୍ରବର୍ତିଙ୍କ ଭୂମିକା ସମସ୍ତଙ୍କୁ ଚକିତ କରିଛି । ଏବେ ଏହି କେସ୍‌ରେ ଡ୍ରଗ୍ସ ଲିଙ୍କ ଏହାକୁ ଆହୁରି ଜଟିଳ କରିଛି । ବୁଧବାର ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ବେପାରର ଷଡଯନ୍ତ୍ରକାରୀ ଭାବେ ରିୟାଙ୍କ ବିରୋଧରେ ମାମଲା ରୁଜୁ…