Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୨-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୨୬ ରିଖ ବୁଧବାର କୁମ୍ଭ ୧୪ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଉତ୍ତର ଭାଦ୍ରବ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷଙ୍କ ଓ ତୁଳା…

ଆଦାନୀ ଗୃପ ଭାଗ ନେଇପାରେ ଏଆର ଇଣ୍ଡିଆ ନିଲାମରେ, ଅନ୍ୟ ଏହି ସବୁ କମ୍ପାନୀ ମଧ୍ୟ ଆଗ୍ରହ ଦେଖାଇଛନ୍ତି

ନୂଆଦିଲ୍ଲୀ: ସରକାର ଏଆର ଇଣ୍ଡିଆ ରେ ନିଜର ୧୦୦ ପ୍ରତିଶତ ଅଂଶଧନ ବିକ୍ରୀ ପାଇଁ କମ୍ପାନୀ ମାନଙ୍କୁ ଆରମ୍ଭିକ ସୂଚନା ଜାରୀ କରିଛନ୍ତି | ମୁଖ୍ୟ ବିମାନ କମ୍ପାନୀ  ସହ ସରକାର ଶସ୍ତା ବିମାନ ସେବା ଦେଉଥିବା ଏହାର ଆନୁସଙ୍ଗିକ ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ପାଇଁ ସେବା କମ୍ପାନୀ  ରେ ୫୦…

ଆଇକୋ ୩ ୫ଜି: ଭାରତରେ ଲଞ୍ଚ ହେଲା ଏହି ୫ଜି ଫୋନ, ଜାଣନ୍ତୁ ଏହାର ଦାମ ଓ ଫିଚର୍ସ

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ ଲଞ୍ଚ କରିବାର ଗୋଟିଏ ଦିନ ପରେ ଆଜି ମଙ୍ଗଳବାର ଦିନ ଭିଭୋର ସବ-ବ୍ରାଣ୍ଡ ଆଇକୋ ଭାରତରେ ଆଜି ତାର ୫ଜି ସ୍ମାର୍ଟଫୋନ ଲଞ୍ଚ କରିଛି | ଏହା ରିୟଲମି ଏକ୍ସ୫୦ପ୍ରୋ ପରି ସ୍ନାପଡ୍ରାଗନ…

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ବିଭିନ୍ନ ସ୍କୁଲ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜଳୁଛି ଦିଲ୍ଲୀ । ନାଗରିକତା ଆଇନ ନିଆଁ ଜଳୁଛି। ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହିଂସାରେ ଏବେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୫୧ରୁ…

ମିଶରର ବିବାଦୀୟ ରାଷ୍ଟ୍ରପତି ମୋବାରକଙ୍କ ୯୧ ବର୍ଷରେ ଦେହାନ୍ତ

ମିଶର: ମିଶରର ପୂର୍ବତନ ରାଷ୍ଟ୍ରପତି ହୋସନୀ ମୁବାରକ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଶରର ସରକାରୀ ଟିଭି ଚ୍ୟାନେଲ ଏହି ସୂଚନା ଦେଇଛି । କିଛି ସପ୍ତାହ ପୂର୍ବରୁ ତାଙ୍କର ଅପରେସନ ହୋଇଥିଲା । ମୁବାରକ ମିଶରରେ ପ୍ରାୟ ୩୦ ବର୍ଷ ରାଜୁତି କରିଥିଲେ । ୨୦୧୧ରେ ହୋଇଥିବା ବିଶାଳ…

କେଉଁ ୭ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ୭ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ସନ୍ଧ୍ୟା ବୁଲେଟିନ ଅନୁଯାୟୀ, ରାୟଗଡ଼ା, ଗଞ୍ଜାମ,…

ବିହାର ବଜେଟ ଉପସ୍ଥାପିତ: ମୁଣ୍ଡ ପିଛା ଋଣଭାର ବଢ଼ିଲା

ପାଟନା: ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଙ୍ଗଳବାର ବିହାର ବଜେଟ ଉପସ୍ଥାପିତ କରିଛନ୍ତି । ୨ ଲକ୍ଷ ୧୧ ହଜାର ୭୬୧ କୋଟି ଟଙ୍କାର ବଜେଟରେ ଶିକ୍ଷା ବାବଦକୁ ୩୫ ହଜାର କୋଟି ଟଙ୍କା ଦିଆଯାଇଛି । ସେହିପରି ସଡକ ପରିବହନ ପାଇଁ ୧୭ ହଜାର ୩୪୫ କୋଟି, ସ୍ୱାସ୍ଥ୍ୟ ନିମନ୍ତେ ୧୦ ହଜାର ୯୩୭ କୋଟି ଓ…

ବ୍ରିଟିଶ କ୍ୟାବିନେଟରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ

ଲଣ୍ଡନ: ଋଷି ସୁନକ ଓ ପ୍ରୀତି ପଟେଲଙ୍କ ପରେ ବ୍ରିଟିg କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି । ସୋମବାର ଦିନ ତାଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସରେ ଶପଥ…

ଲଜ୍ଜା: ୩ ଘଣ୍ଟା ଆଣ୍ଠେଇଲେ ଚତୁର୍ଥ ଶ୍ରେଣୀ ସ୍କୁଲ୍ ଛାତ୍ରୀ !

ଫୁଲବାଣୀ: ବିଦ୍ୟାଳୟରେ କୁନି କୁନି ପିଲାମାନଙ୍କୁ ବଳପୂର୍ବକ ଦଣ୍ଡଦେବାର ବ୍ୟବସ୍ଥା ନଥିଲେ ମଧ୍ୟ ଏହିପରି କେତେକ ଘଟଣା ବାରମ୍ବାର ଘଟିଚାଲିଛି । ଫେବୃଆରୀ ୨୧ ତାରିଖ ଦିନ ମନୀଷା ମଲ୍ଲିକ ନାମକ ଜଣେ ଚତୁର୍ଥ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କୁ ସ୍କୁଲର ମାଟ୍ରନ୍ ବଳପୂର୍ବକ ୩ ଘଣ୍ଟା ଧରି ଆଣ୍ଠେଇ…

ବିଶ୍ୱର ୩୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୧ ସାମିଲ

ନୂଆଦିଲ୍ଲୀ: ଆଇକ୍ୟୁ ଏୟାର ଭିଜୁଆଲ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରଦୂଷିତ ୩୦ ସହର ମଧ୍ୟରେ ଭାରତର ୨୧ ସହର ରହିଛି । ଏହା ମଧ୍ୟରେ ଲକ୍ଷ୍ନୌ, ବୁଲନ୍ଦସହର, ମୁଜାଫରନଗର, ହିସାର, କୁଟେଲ, ଜୋଧପୁର ଓ ମୁରାଦବାଦ ପରି ସହର ସାମିଲ । ବିଶ୍ୱ ବାୟୁ ଗୁଣବତା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ…