ହାପି ବାର୍ଥ ଡେ ଶାହାରୁଖ୍
ନୂଆଦିଲ୍ଳୀ: ବଲିଉଡର କିଙ୍ଗ୍ ଖାନ ଶାହାରୁଖ୍ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହାରୁଖ ୨ ନଭେମ୍ବର ୧୯୬୫ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତାଜ୍ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ମାତାଙ୍କ ନାମ ଫାତିମା। ତାଙ୍କର ଏକ ବଡ ଭଉଣୀ ମଧ୍ୟ…