ଇରାକ, ସିରିୟାରେ ଏବେ ବି ୧୦,୦୦୦ରୁ ଅଧିକ ଆଇଏସ ଆତଙ୍କୀ ସକ୍ରିୟ ଅଛନ୍ତି
ନ୍ୟୁୟର୍କ: ୨ ବର୍ଷ ହେବ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସକୁ ଦମନ କରାଯାଇଥିଲେ ମଧ୍ୟ ଏବେ ବି ସେମାନଙ୍କ ନିକଟରେ ୧୦,୦୦୦ରୁ ଅଧିକ ଆତଙ୍କବାଦୀ ଅଛନ୍ତି । ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ ମଧ୍ୟ କରାଯାଇଛି । ଇରାକ, ସିରିୟାରେ ଏବେ ବି ଆଇଏସ ସକ୍ରିୟ ଅଛି…