Latest Odisha News

BREAKING NEWS

ଆସନ୍ତାକାଲି ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବିଜେଡ଼ି ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି (ଫେବୃଆରୀ ୨୬) ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିବା ଏହି ଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଦିନ ସକାଳ ୮ଟା…

ହାର୍ଡକୋର ମାଓବାଦୀ କମୁଲୁର ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମାଓବାଦୀ କମୁଲୁ । ଦୀର୍ଘ ଦିନରୁ ସେ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସହ ଛତିଶଗଡର କାଙ୍କେର ଘାଟି ଅଚଂଳରେ ଏରିଆ କମିଟି ସଦସ୍ୟ ରୂପେ କାମ କରୁଥିଲା । ଛତିଶଗଡ ଇରମ ଘାଟି ଆକ୍ରମଣରେ କମୁଲୁ ମୁଖ୍ୟ ଭୂମିକା…

ସିଏଏ ହିଂସା: ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବାକୁ କେଜ୍ରିୱାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ନିଆଁ ଉଗ୍ର ହେବାରେ ଲାଗିଛି । ସିଏଏକୁ ବିରୋଧ କରି ବ୍ୟାପକ ପୋଡାଜଳା ସାଙ୍ଗକୁ ପ୍ରାଣହାନୀ ହୋଇଛି । ଏହା ଦିଲ୍ଳୀ ସରକାରଙ୍କ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ହିଂସାକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଗହୀରମଥାରେ କମୁଛି ଡଲଫିନଙ୍କ ସଂଖ୍ୟା

କେନ୍ଦ୍ରାପଡା: ଜାନୁୟାରୀ ୧୯ରେ କରାଯାଇଥିବା ଜନଗଣନା ଅନୁସାରେ, ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ଗହୀରମଥା ଅଭୟାରଣ୍ୟ ଓ ଆଖପାଖ ଅଂଚଳରେ ଡଲଫିନଙ୍କ ସଂଖ୍ୟା ହ୍ରାସ ପାଉଛି । ଚଳିତ ବର୍ଷ ବନ ଅଧିକାରୀ କେବଳ ୬୨ଟି ଡଲଫିନର ଗଣନା କରିଛନ୍ତି । ୨୦୧୮ ଓ ୨୦୧୯ ମସିହାରେ ଡଲଫିନଙ୍କ ସଂଖ୍ୟା…

ଭାରତ-ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହାପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଭାରତ ଆମେରିକା ମଧ୍ୟରେ ୩ଟି ଚୁକ୍ତି ଉପରେ ସ୍ୱାକ୍ଷାରିତ ହୋଇଛି । ବାଣିଜ୍ୟ, ସୁରକ୍ଷା,…

ୟେସ ବ୍ୟାଙ୍କରେ ଏବେ ବି ରହିଛି ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଏବେ ବି ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରହିଛି । ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତରରେ ତଥ୍ୟ ପ୍ରଦାନ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କର ମୋଟ୍ ୬୨୬ କୋଟି ୪୪ଲକ୍ଷ ୭୮ହଜାର ଟଙ୍କା ଅଛି । ୩୦ ସେପ୍ଟେମ୍ବର ୨୦୧୯ ମସିହା…

କରୋନା ଭାଇରସ ପ୍ରଭାବ: ବିଶ୍ୱ ଟିଟି ଚାମ୍ପିୟନଶିପ୍ ବାତିଲ, ବିନା ଦର୍ଶକରେ ଖେଳାଯିବ ଫୁଟବଲ ମ୍ୟାଚ

ବୁସାନ: କରୋନା ଭାଇରସ ପ୍ରଭାବ ଯୋଗୁ ମଙ୍ଗଳବାର ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନଶିପ ବାତିଲ କରି ଦିଆଯାଇଛି । ଆସନ୍ତା ମାସ ୨୨ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଦକ୍ଷିଣ କୋରିଆର ବୁସାନରେ ଖେଳାଯିବାର ଥିଲା । ଅନ୍ତରାଷ୍ଟ୍ରୀୟ ଟେବୁଲ ଟେନିସ ମହାସଂଘ ଏହା ଅଫିସିଆଲ ଭାବେ ଘୋଷଣା କରିଛି ।…

ମାର୍ଚ୍ଚ ୧୧ ଆଇଆଇଏମ୍‍ସିରେ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଆରତି ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷାରେ ସର୍ବାଧିକ ନମ୍ବର ହାସଲ…

ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ୍ ଫ୍ଲୁ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ତଥା ସୁପ୍ରିମକୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଡି…

ଓଡିଶାର ୫ ଉପକୂଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଅନେକାଂଶରେ ପ୍ରବଳ ବର୍ଷା ଜାରିଥିବା ବେଳେ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ୫ଟି ଜିଲ୍ଲାକୁ ହଳଦିଆ ୱାର୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନାନୁଯାୟୀ, ଓଡିଶାର ପଡୋଶୀ ଜିଲ୍ଳାରେ…