ଆସନ୍ତୁ ଜାଣିବା ଲାଲୁଙ୍କ କେଉଁ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ତେଜସ୍ୱୀ
ପାଟନା: ବିହାର ନିର୍ବାଚନ ଜିତିବା ନେଇ ରାଷ୍ଟ୍ରୀୟ ଜନତା ଦଳକୁ ଜିତାଇବା ପାଇଁ ତେଜସ୍ୱୀ ଯାଦବ ଆପ୍ରାଣ ଉଦ୍ୟମ କରୁଛନ୍ତି । ବିଜେପି ଓ ଜନତାଦଳ ୟୁନାଇଟେଡ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିବାରୁ ତେଜସ୍ୱୀ ର୍ୟାଲୀ କରି ଲୋକଙ୍କ ମନ କିଣିବାକୁ ଚେଷ୍ଟା କରିଛନ୍ତି । ଏହା ଭିତରେ ସେ…