ପୁଣି ରେକର୍ଡ଼ ଭାଙ୍ଗିଲା ସୁନା ଦର; କେତେ ରହିଛି ମୂଲ୍ୟ ଜାଣନ୍ତୁ…
ଭୁବନେଶ୍ୱର: ବର୍ତ୍ତମାନ ବିବାହ ସିଜିନ ଥିବାବେଳେ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ସୁନାଦର। ଗତ କିଛିଦିନ ହେବ ସୁନାଦରରେ ଲାଗତାର ହ୍ରାସ ଘଟୁଥିବା ବେଳେ ଅଚାନକ ଏହା ବୃଦ୍ଧି ପାଇଁ ସବୁ ରେକର୍ଡ଼ ଭାଙ୍ଗିଛି ।
ମଙ୍ଗଳବାର ସୁନାଦର ସବୁ ରେକର୍ଡ଼ ଭାଙ୍ଗି ସର୍ବାଧିକ ୪୪ ହଜାର ୪୭୨ ଟଙ୍କାରେ…