Latest Odisha News

BREAKING NEWS

ବିଧାନସଭାରେ ଧାନ ମଣ୍ଡି ତାତି; ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ମଙ୍ଗଳବାର ଦିନ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଧାନ ମଣ୍ଡିରେ ଧାନ ପଡ଼ିରହିଥିବା ନେଇ କଂଗ୍ରେସ ସଦସ୍ୟମାନେ ପ୍ଲା-କାର୍ଡ ଧରି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି। ଏ ନେଇ ବାଚସ୍ପତି ମଙ୍ଗଳବାର ଦିନ ୧୧ ଟା ୩୦ ଯାଏଁ ଗୃହକୁ…

କୋଣାର୍କ ଏକ୍ସପ୍ରେସର ବଦଳିଲା ଗସ୍ତ ସମୟ, ଜାଣନ୍ତୁ

ଭୁବନେଶ୍ୱର: କେନ୍ଦ୍ରୀୟ ରେଳମଣ୍ଡଳରେ ହେଉଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ତଥା ବିଳମ୍ବରେ ଚାଲୁଥିବା କନେକ୍ଟିଂ ଟ୍ରେନକକୁ ନଜରରେ ରଖି ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସ ଟ୍ରେନର ସମୟକୁ ପୁନଃ ନିର୍ଦ୍ଧାରିତ କରାଯାଇଛି । ପୂର୍ବତଟ ରେଳବାଇ…

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମଙ୍ଗଳବାର ଦିନ ନୂଆଦିଲ୍ଲୀ ଠାରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀର ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଟ୍ରମ୍ପ ଦମ୍ପତି। ଗାନ୍ଧିଜୀଙ୍କ ସମାଧି ସ୍ଥଳରେ…

ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ଆସନ ଲାଗି ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୧୭ଟି ରାଜ୍ୟର ମୋଟ୍ ୫୫ ରାଜ୍ୟସଭା ସିଟ୍ ଲାଗି ମତଦାନ ଅନୁଷ୍ଠିତ ହେବ । ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ଓଡିଶାରୁ ଅନୁଭବ ମହାନ୍ତି, ରଞ୍ଜିବ ବିଶ୍ୱାଳ, ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମଙ୍କ…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୨୬୬୩ ଛୁଇଁଲା, ୭୭ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୬୬୩ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୭,୬୫୮ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ଆଜି କେଉଁଠି ବୁଲିବେ, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ମଙ୍ଗଳବାର ଦିନ ସେ ଦିଲ୍ଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରାପ୍ତ ସୂଚନାନୁଯାୟୀ ଆଜି ଟ୍ରମ୍ପ ରାଷ୍ଟ୍ରପତି ଭବନ ଯାଇ ସେଠାରେ କିଛି ସମୟ ରହଣୀ ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ…

ତମ୍ବାପାତ୍ର ପାଣି ଆପଣଙ୍କ ଶରୀର ଲାଗି କେତେ ଉପକାରୀ, ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପୁରାତନ କାଳରୁ ଯେଉଁ ସବୁ ପଦ୍ଧତି ଗୁଡ଼ିକ ରହିଛି ସେସମସ୍ତକୁ ଉପଯୋଗ କଲେ ଆମେ ଦୈନନ୍ଦିନ ଜୀବନରେ ଅନେକ ଉପକୃତ ହୋଇଥାଉ । ପୁରାତନ ଆୟୁର୍ବିଦ ଚିକିତ୍ସା ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ପାଳନ କଲେ ଶାରୀରୀକ ଓ ମାନସିକ…

ଦିନ ୧୧ଟା ସୁଦ୍ଧା ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାର ୧୭ଟି ଜିଲ୍ଲାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୦୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୨୫ ରିଖ ମଙ୍ଗଳବାର କୁମ୍ଭ ୧୩ ଦିନ ଫାଲଗୁନ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର : ମିଥୁନ ଓ ମୀନ ରାଶିର ଆଜି:…

ଭାରତରେ ଲଞ୍ଚ ହେଲା ରିୟଲମି ଏକ୍ସ୫୦ପ୍ରୋ ୫ଜି ସ୍ମାର୍ଟଫୋନ, ମିଳିବ ଦୁଇଟି ସେଲ୍ଫି କ୍ୟାମେରା

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ କୁ ଆଜି ୨୪ ଫେବୃଆରୀ ରେ ଲଞ୍ଚ କରିଛି | ହେଲେ ଦେଶରେ ଏହାର ନେଟୱର୍କ ଉପଲବ୍ଧ ନାହିଁ | ରିୟଲମି ଭାରତରେ ତାର ସବୁଠୁ ମହଙ୍ଗା ଓ ପ୍ରଥମ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିଛି |…