Latest Odisha News

BREAKING NEWS

ଆଇସିସି ହଲ ଅଫ ଫେମରେ ସାମିଲ ହେଲେ କାଲିସ, ଜାହୀର

ଲଣ୍ଡନ: ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ସ କାଲିସ, ପାକିସ୍ତାନର ଜାହୀର ଆବାସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଲିସା ଷ୍ଟାଲେକର । ଆଇସିସି କୋଭିଡ-୧୯ ମହାମାରୀ ଯୋଗୁ ଉପରୋକ୍ତ ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଭର୍ଚୁଆଲ…

କଂଗ୍ରେସ ସଭାପତି ପଦ ଛାଡିବେ ସୋନିଆ !

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ । ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପାର୍ଟି ସହଯୋଗୀଙ୍କୁ କହିଛନ୍ତ ସେ ଅନ୍ତରୀଣ ସଭାପତି ଭାବେ ନିଜର ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କୁ ପାର୍ଟିର ସଭାପତି ପଦରୁ ହଟିବା ଉଚିତ୍ ଏବଂ ପାର୍ଟିକୁ…

କଟକରେ କରୋନା ସୁସ୍ଥ ହାର ୬୫.୭୭%: ଜିଲ୍ଲାପାଳ

କଟକ: ସିଲଭର ସିଟି କଟକରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ ଶହେରୁ ୨ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକର କରୋନା ସ୍ଥିତି ନେଇ କଟକ ଜିଲ୍ଲାପାଳ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କଟକରେ ୨ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି…

ଭୁବନେଶ୍ୱରରେ ୭୩ଶହ ଟପିଲା କରୋନା ସଂକ୍ରମଣ; ଆଜି ୩୧୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଜଣକ ପ୍ରେମରେ ପଡିଥିଲେ ମା’ ଝିଅ, ଆଉ ତା’ ପରେ…

ଉତ୍ତରପ୍ରଦେଶ: ତ୍ରିକୋଣୀୟ ପ୍ରେମ କାହାଣୀର ବିଶ୍ୱାସଘାତୀ ପରିଣାମ । ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ ମା' ଓ ଝିଅ । ହେଲେ ଝିଅ ହାରିଯାଇଥିଲା ପ୍ରେମ ଦୌଡରେ । ପ୍ରେମିକ ସହ ମିଶି ନିଜ ଝିଅ ସହ ମା' ଖେଳିଥିଲା ଖୁନୀ ଖେଳ । ବରେଲିର ଏକ ଲୋମହର୍ଷଣକାରୀ ଘଟଣାରେ ଗୁରୁବାର ୧୯ ବର୍ଷୀୟ…

ନୂଆ ଶିକ୍ଷା ନୀତିକୁ ନେଇ ସବୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଲାଗୁ କରିବା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ସଚିବ ଚିଠି ଲେଖିବା ସହ ଅଧ୍ୟାପକଙ୍କୁ ପରାମର୍ଶ ମଧ୍ୟ ମାଗିଛନ୍ତି । ଏନ୍‌ସିଇଆର୍‌ଟିର ବିଶେଷଜ୍ଞ ଟିମ୍ ପରାମର୍ଶଗୁଡିକର ସମୀକ୍ଷା କରିବେ । ଅଧ୍ୟାପକଙ୍କ ପରାମର୍ଶ…

ରେଙ୍ଗାଲି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଲି ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ବନ୍ୟାଜଳ ନିସ୍କାଷିତ ହୋଇଛି । ଏହି ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ ଶହ ଘନମିଟର ଜଳ ପ୍ରବେଶ କରୁଛି । ଯାହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ପକ୍ଷରୁ ପାୱାର ହାଉସ ଓ ୭ନଂମ୍ବର ଗେଟରେ…

ଟ୍ରମ୍ପଙ୍କ ନିର୍ବାଚନୀ କ୍ୟାମ୍ପେନ ଭିଡିଓରେ ମୋଦି

ୱାଶିଂଟନ୍‌: ଆମେରିକାର ଦୁଇ ପ୍ରମୁଖ ପାର୍ଟି ଭାରତୀୟ ବଶୋଦ୍ଭବଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନାହାଁନ୍ତି । ନିର୍ବାଚନ ଲାଗି ଡେମୋକ୍ରାଟିକ୍ ପାର୍ଟି ଉପରାଷ୍ଟ୍ରପତି ପଦ ପାଇଁ କମଳା ହେରିସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଟ୍ରମ୍ପ ମଧ୍ୟ ନିର୍ବାଚନୀ କ୍ୟାମ୍ପେନ…

ମୟୂରଙ୍କୁ ଖୁଆଇଲେ ମୋଦୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ହାତରେ ମୟୂରକୁ ଖାଇବାକୁ ଦେଉଛନ୍ତି । ଆଉ ମୟୂରଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରୁ ବେଶ୍ ଆରାମରେ ଖାଉଛି । ପ୍ରକୃତରେ ଏହି ମୟୂରଟି…

ହଲିଉଡକୁ “ବ୍ୟାଟମ୍ୟାନ୍‌” ରିଟର୍ଣ୍ଣ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବ୍ୟାଟମ୍ୟାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ହଲିଉଡକୁ ଫେରୁଛି ବ୍ୟାଟମ୍ୟାନ୍ । ଆଉ, ବଡ କଥା ହେଉଛି ହଲିଉଡ୍ ସ୍କ୍ରିନରେ ପୁଣି ଦେଖାଦେବେ ପୁରୁଣା ବ୍ୟାଟମ୍ୟାନ । ଅର୍ଥାତ୍ ପୁଣି ଫେରୁଛନ୍ତି ବ୍ୟାଟମ୍ୟାନ୍ ବେନ୍ ଆଫଲେକ୍ । ହଲିଉଡ୍‌ର ଲୋକପ୍ରିୟ ସିରିଜ୍…