Latest Odisha News

BREAKING NEWS

ଦିନ ୩ଟା ଯାଏଁ ଓଡିଶାର ଏସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୧ଟା ୩୦ମି.ରୁ ୩ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର…

ଶ୍ରାଦ୍ଧ ବାର୍ଷିକରେ ଜାଣନ୍ତୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଅନନ୍ୟ ରଚନାବଳୀ ସମ୍ପର୍କରେ

ଭୁବନେଶ୍ୱର: ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକ । ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିବା ଲକ୍ଷ୍ମୀକାନ୍ତଙ୍କର୍ ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ…

ଓଡିଶାର ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଳାରେ ବର୍ଷା ହେବାନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଅମିନ ସରଦାରଙ୍କ…

ସାବରମତୀରେ ଚରଖା ଚଲାଇଲେ ଟ୍ରମ୍ପ-ମେଲାନିଆ

ଅହମ୍ମଦାବାଦ: ସାବରମତୀ ଆଶ୍ରମରେ ଚରଖା ଚଳାଇଲେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ । କେବଳ ସେତିକି ନୁହେଁ ଏହାର କାର୍ଯ୍ୟଶୈଳୀ ମଧ୍ୟ ପଚାରି ବୁଝିଛନ୍ତି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ ଅହମ୍ମଦାବାରେ…

ସିଏଏକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ଚିଦାମ୍ବରମ

ଚେନ୍ନାଇ: ନାଗରିକ ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସିଏଏକୁ ନେଇ ସେ କହିଛନ୍ତି ଏହା ଇସଲାମିକ୍ ଓ କେନ୍ଦ୍ର ସରକାର ଭିତରର ଯୁଦ୍ଧ ନୁହେଁ । ବରଂ ଭାରତର ଜନସାଧାରଣ…

ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦୀ !

ଅହମଦାବାଦ୍:ବହୁ ପ୍ରତୀକ୍ଷାର ଅନ୍ତ କରି ଭାରତ ପହଞ୍ଚିଛନ୍ତି ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ । ତାଙ୍କ ସହ ଅଛନ୍ତି ପତ୍ନୀ, ଝିଅ ଓ ଜ୍ୱାଇଁ । ଅହମଦାବାଦର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ…

କାଶ୍ମୀରକୁ ନେଇ ଇମରାନଙ୍କ ଛାଡୁନି ମୋହ

ଜମ୍ମୁ-କାଶ୍ମୀର: କାଶ୍ମୀର ପ୍ରସଙ୍ଗକୁ ନେଇ ସମ୍ପୁର୍ଣ୍ଣ ଭାବେ ହାର ମାନିଛି ପାକିସ୍ତାନ । ତଥାପି କାଶ୍ମୀରକୁ ଛାଡ଼ି ପାରୁନି ପାକିସ୍ତାନ । ଅନ୍ତଜାର୍ତିକ ସ୍ତରରେ ଏହି ପ୍ରସଙ୍ଗକୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଉଠାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା…

ଆସନ୍ତୁ ଜାଣିବା କୋହଲି, ରୋନାଲ୍ଡୋ ଗୋଟିଏ ଟୁଇଟ ପାଇଁ କେତେ ପାଉଛନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗୋଟିଏ ଟୁଇଟ କରିବା ପାଇଁ ୨.୫୧ କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ପର୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ । ସେ ଗୋଟିଏ ଟୁଇଟ ବାବଦକୁ ୬.୨ କୋଟି ଟଙ୍କା ଆୟ କରୁଛନ୍ତି । ଆମେରିକା…

ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ: ନିକଟ ଅତୀତରେ ବ୍ରହ୍ମପୁରରେ ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଆତ୍ମହତ୍ୟା ଘଟଣାରେ ଓଡିଶା ପୋଲିସ ଡିଜି ଅଭୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି (ଆଧୁନିକିକରଣ) ରେଖା ଲୋହାନୀଙ୍କୁ ଏହି ଘଟଣାରେ ଯାଞ୍ଚ କରିବା ଲାଗି ଡିଜିପି କହିଛନ୍ତି । ଏହାବ୍ୟତିତ…

ଅହମଦାବାଦରେ ପହଞ୍ଚିଲେ ଟ୍ରମ୍ପ

ଅହମଦାବାଦ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଅହମଦାବାଦ୍ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ…