Latest Odisha News

BREAKING NEWS

ଗଙ୍ଗାନଦୀ କୂଳରେ ଶକ୍ତିମାନ ଶ୍ରବଣ କୁମାର !

ଭୁବନେଶ୍ୱର: ସେ ପୋଲିସ ହୁଅନ୍ତୁ ଅବା ଦେଶର ସେନା । ନାଗରିକ ତଥା ମାଟି ମାଆକୁ ବଂଚାଇବା ପାଇଁ ଅନେକ ନିଜ ଜୀବନକୁ ବାଜି ଲଗାଇଦେଇଥାନ୍ତି । ଏହି ତାଲିକାର ସାମିଲ ଅଛନ୍ତି ଶବଣ କୁମାର । ହେଲେ ଶ୍ରବଣ କୌଣସି ସଙ୍ଗଠନ ପାଇଁ କାମ କରନ୍ତିନି । ବରଂ ନିଃସ୍ୱାର୍ଥପର ଭାବେ ଲୋକଙ୍କୁ ମରଣ ମୁଖରୁ…

ନକଲି ନା ଅସଲି

ଆଗେ ଆମେ ଯେତେବେଳେ ଦୋକାନ ବଜାରକୁ ଯାଉଥିଲେ ସବୁବେଳେ କିଛି ଜିନିଷ କିଣିଲା ବେଳେ ଆଗ ଦୋକାନୀକୁ ପଚାରୁଥିଲେ ଇଏ ଅସଲି ତ କିଛି ନକଲି ଜିନିଷ ଦେଉନ ତ। ଆମେ ଯେମିତିକି ଶୁଣିଛେ ନକଲି ସୁନା, ନକଲି ଟଙ୍କା, ନକଲି ଘିଅ କିନ୍ତୁ ଏଵେ ଏଵେ ନକଲି ଶବ୍ଦ ବେଶୀ ଶୁଣିବାକୁ ମିଳୁଛି ଯେମିତିକି ନକଲି…

ଭାରତ ପରେ ଏବେ ବ୍ରିଟେନ୍‌ର ଖାଦ୍ୟ ଅଭାବ ଦୂର କରିବ ‘ଅକ୍ଷୟ ପାତ୍ର’

ନୂଆଦିଲ୍ଲୀ: ଭାରତର ଗରିବ ପିଲାମାନଙ୍କୁ ଖାଦ୍ୟ ଯୋଗାଉଥିବା ସଂସ୍ଥା 'ଅକ୍ଷୟ ପାତ୍ର ଚ୍ୟାରିଟି' ବ୍ରିଟେନର ଜିଏମଏସପି ଫାଉଣ୍ଡେସନ ସହିତ ଅଭାବୀ ପିଲାମାନଙ୍କୁ ମାଗଣା ଖାଦ୍ୟ ଯୋଗାଇବା ପାଇଁ ହାତ ମିଳାଇଛି। ଏହି ଚ୍ୟାରିଟି ଉତ୍ତର-ପଶ୍ଚିମ ଲଣ୍ଡନରେ ଅବସ୍ଥିତ ୱାଟଫୋର୍ଡର ନୂତନ ହାଣ୍ଡିଶାଳରୁ…

କେନ୍ଦ୍ରାପଡାରୁ ଉଦ୍ଧାର ହେଲା ବିରଳ ପ୍ରଜାତିର କୋବ୍ରା, ଦେଖନ୍ତୁ ଭିଡିଓ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଗ୍ରାମର ହୃଦାନନ୍ଦ ମଲ୍ଲିକଙ୍କ ଘରୁ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଏକ ବିରଳ ଧଳା ସାପକୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ତାଙ୍କ ଘର ଭିତରେ ସାପ ପଶିଯାଇଥିବା ଜାଣିବା ପରେ ପରିବାରର ସଦସ୍ୟମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ…

ଦୀପାବଳୀ ପୂର୍ବରୁ ଭକ୍ତଙ୍କୁ ମିଳିଲା ମାଙ୍କ ଆଶୀର୍ବାଦ; ଏବେ ଦୈନିକ ୧୫୦୦୦ ଶ୍ରଦ୍ଧାଳୁ କରିପାରିବେ ମା ବୈଷ୍ଣୋ…

ଜାମ୍ମୁ: ଦିପାବଳୀ ପୂର୍ବରୁ ଶ୍ରୀ ମାତା ବୈଷ୍ଣୋ ଦେବୀ ତାଙ୍କ ଭକ୍ତଙ୍କୁ ଏକ ବିରାଟ ଉପହାର ଦେଇଛନ୍ତି। ଦିପାବଳୀ ପୂର୍ବରୁ ଦୈନିକ ପରିଦର୍ଶନ କରିବାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଦିଆଯାଇଛି। ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ପାର୍ବଣ ଋତୁରେ ମାତାଙ୍କ…

ଦୀପାବଳୀର ବମ୍ପର୍‌ ଅଫର୍‌; ସ୍ମାର୍ଟଫୋନ୍‌ ଉପରେ ମିଳୁଛି ୪୦ ହଜାର ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ କୌଣସି ଖାସ୍‌ ଲୋକଙ୍କୁ ମୋବାଇଲ୍ ଫୋନ୍ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଏହି ଦିପାବଳୀ ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟରେ ଆକର୍ଷଣୀୟ ଅଫର୍ ସହିତ ସୁଲଭ ମୂଲ୍ୟରେ ମିଳୁଛି ଆପଲ୍, ସାମସଙ୍ଗ୍‌, ମୋଟରୋଲା ପରି ବଡ…

ପୁରୀ ଗସ୍ତରେ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାର ବିଶାଖାଶ୍ରୀ ଶାରଦା ପୀଠମର ଉତ୍ତରାଧିକାରୀ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍ ପୁରୀ ଗସ୍ତରେ ଆସିଛନ୍ତି। କୋଭିଡ-୧୯ କଟକଣା ସମୟରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ସେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ…

ନନ୍ଦନକାନନରେ ନୀଳ ଗାଈର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ଏକ ମାଈ ୬୯ ବର୍ଷ ବୟସ୍କ ନୀଳ ଗାଈର ମୃତ୍ୟୁ ଘଟିଛି। ଉକ୍ତ ନୀଳ ଗାଈଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲା ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସମୟରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜ୍ଞାପନର ରାଜସ୍ୱ ହ୍ରାସ ହୋଇପାରେ; ଟ୍ୱିଟର୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜ୍ଞାପନରୁ ଆୟ ହ୍ରାସ ହୋଇପାରେ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କହିଛି। ଚତୁର୍ଥ ତ୍ରୟମାସିକରେ କମ୍ପାନୀ ଏହାର ଖର୍ଚ୍ଚକୁ ୨୦ ପ୍ରତିଶତ ବୃଦ୍ଧି କରିଛି। ନଭେମ୍ବର ୩ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏବଂ ଏହା…

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ଓ ମୋଦି

ଭୁବନେଶ୍ୱର: ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…