Latest Odisha News

BREAKING NEWS

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପରୀକ୍ଷାଗାରରେ ୬୮ ହଜାର ୯୦୬ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ୬୧ ହଜାର ୧୬୬ଟି ଆଂଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ଆରଟିପିସିଆର ଟେଷ୍ଟ ସଂଖ୍ୟା ହେଉଛି…

ପୂର୍ବତନ ସିଜିଆଇ ରଞ୍ଜନ ଗୋଗୋଇ ହୋଇପାରନ୍ତି ଆସାମ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ଗୌହାଟି: ଆସନ୍ତା ବର୍ଷ ଆସାମରେ ହେବାକୁ ବିଧାନସଭା ନିର୍ବାଚନରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜିଆଇ) ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କଂଗ୍ରେସର ଭେଟେରାନ୍ ନେତା ତରୁଣ ଗୋଗେଇ ଦାବି କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ…

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ତାଳଚେର: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଶିପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାନଭାଇ ନିରଞ୍ଜନ ବାରିକ ମଦ୍ୟପାନ କରି ଘରକୁ ଫେରିଥିଲା। ପରେ  କୌଣସି କଥାକୁ ନେଇ ବଡ଼ଭାଇ ଓ ସାନଭାଇ ମଧ୍ୟରେ ବଚସା ହୋଇଥିଲା । ତେବେ ରାତିରେ…

ଚୀନକୁ ଭାରତଠାରୁ ବଡ ଝଟକା ଦେଲା ୟୁଏଇ, ବାତିଲ କଲା ୭୫ ହଜାର କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ: ଭାରତଠାରୁ ଚୀନକୁ ବଡ ଝଟକା ଦେଇଛି ୟୁଏଇ । ରବିବାର ସାଉଦି ଆରବର ସରକାରୀ ତେଲ କମ୍ପାନୀ ସଉଦି ଅରାମକୋ ଚୀନ ସହିତ କରିଥିବା ୭୫ ହଜାର କୋଟି ଟଙ୍କାର ଚୁକ୍ତି ବାତିଲ କରିଛି । ଅରାମକୋ ଓ ଚୀନ ମିଳିତ ଭାବେ ଏକ ବଡ ଧରଣର ରିଫାଇନିଂ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ କରିବା ନେଇ ଯୋଜନା…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଦେବଗଡ, ପୁରୀ,…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦୦ ଟପିଲା, ଆଜି ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୪୦୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…

ଭାରତୀୟ କ୍ରିକେଟର ବର୍ତ୍ତମାନର ଟେଷ୍ଟ ଟିମ୍ ଶ୍ରେଷ୍ଠ ବୋଲି କହିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ବର୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ସର୍ବଶ୍ରେଷ୍ଠ । ଟେଷ୍ଟ କ୍ରିକେଟରେ ଏତେ ଦିନ ଭାରତ ଏକ ଶୃଙ୍ଖଳିତ ଟିମ୍ ପାଇଛି । ବ୍ୟାଟିଂ, ବୋଲିଂ ଓ ଫିଟନେସରେ ଟିମ୍ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ରହିଛି ।…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୯୯୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସମ୍ବଲପୁରୀ ବିଶେଷ ଦୁଦୁରା ପିଠା

ଭୁବନେଶ୍ୱର: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ହୋଇଥିବା ବେଳେ ସାରା ଓଡିଶାରେ ବେଶ୍ ଧୁମଧାମରେ ପାଳନ କରାଯାଏ । ବର୍ତମାନ କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଥିବା ବେଳେ ନୂଆଁଖାଇ ବି ଏଥିରୁ ବାଦ୍ ପଡି ନାହିଁ। କଟକଣା ମଧ୍ୟରେ ପାଳନ ହେବ ନୂଆଁଖାଇ ପର୍ବ । ତେବେ ଘରେ…

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଆଜି ପାଳିତ ହେଉଛି ନୂଆଁଖାଇ। ଏହି ପବିତ୍ର ଦିନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…