ଚାଂଚଲ୍ୟ: ପୁରୀରେ ମିଳିଲା ମଣିଷ ଖପୁରୀ
ପୁରୀ: ପୁରୀର ଦୁଇଟି ଭିନ୍ନ ସ୍ଥାନରେ ମଣିଷ ଖପୁରୀ ମିଳିବା ପରେ ସେଠାରେ ଚାଂଚଲ୍ୟ ଖେଳିଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସାଇ ମନ୍ଦିର ମଧ୍ୟରେ ଥିବା ରାସ୍ତାରେ ଖପୁରୀ ମିଳିଥିବାବେଳେ ଅନ୍ୟ ସବୁ ସାଇ ମନ୍ଦିର ପଛପଟେ ଡଷ୍ଟବିନରେ ପଡିଥିଲା ।
ଖପୁରୀ ଗୁଡିକ ଆକାରରେ ଛୋଟ ହୋଇଥିବାରୁ…