Latest Odisha News

BREAKING NEWS

ବିକି କୌଶଲଙ୍କ ସହ ରୋମାନ୍ସ କରିବେ ସୁନ୍ଦରୀ ମାନୁଷୀ ଛିଲର୍‌!

ମୁମ୍ବାଇ: ଖୁବ୍‌ଶୀଘ୍ର ‘ଉରୁ’ ଫେମ୍ ବିକି କୌଶଲଙ୍କ ସହ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲର । ସେ ତାଙ୍କ ଦ୍ୱିତୀୟ ବଲିଉଡ ମୁଭି ପାଇଁ ସାଇନ୍ କରିଛନ୍ତି । ୟଶ୍ ରାଜ୍ ଫିଲ୍ମସ ବ୍ୟାନେରରେ ତିଆରି ହେବାକୁଥିବା ଏହି ଫିଲ୍ମଟି ଏକ କମେଡି ଫିଲ୍ମ ହେବ ବୋଲି ଶୁଣିବାକୁ ମିଳିଛି ।…

ସୁଶାନ୍ତ ସିଂ ରାଜପୁତ କେସ୍:ସିବିଆଇକୁ ୧୪ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡିବ

ନୂଆଦିଲ୍ଲୀ:ସୁଶାନ୍ତ ସିଂ ରାଜପୁତ କେସ୍ ଏବେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ,  କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ…

କ୍ୱିଂଟାଲ ପିଛା ୧୦ ଟଙ୍କା ବଢ଼ିଲା ଆଖୁର ଏଫ୍‌ଆର୍‌ପି

ନୂଆଦିଲ୍ଲୀ: ଆଖୁର ବଢ଼ିଲା ଏଫ୍‌ଆର୍‌ପି । କ୍ୱିଂଟାଲ ପିଛା ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ ୧୦ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର । ଅର୍ଥାତ ଚିନି ମିଲମାନେ ଯେଉଁ ସର୍ବନିମ୍ନ ମୂଲ୍ୟ ଦେଇ ଆଖୁଚାଷୀଙ୍କଠାରୁ ଆଖୁ କିଣିଥାନ୍ତି, ତାହାକୁ କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବୃଦ୍ଧି କରି ୨୮୫ ଟଙ୍କା…

ଯୌନ ନିର୍ଯ୍ୟାତନା ମାମଲାରେ ମହେଶ ଭଟ୍ଟଙ୍କ ସହିତ ଆଉ ୪ ଜଣଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଯୌନ ନିର୍ଯ୍ୟାତନା ମାମଲାରେ ରାଷ୍ଟ୍ରୀୟ ମହିଳା କମିଶନ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହିତ ଆଉ ୪ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି`। ଏହି ନୋଟିସରେ ମୌନି ରୟ, ଉର୍ବଶୀ ରୌତେଲା, ରଣବିଜୟ ସିଂ ଓ ପ୍ରିନ୍ସ ନରୁଲାଙ୍କ ନାଁ ରହିଛି । ଏମାନେ ଜଣେ ଯୁବତୀଙ୍କୁ ମଡେଲିଂ ଆଳରେ ଯୌନ…

ଚିନ୍ମୟ ସାହୁ କରୋନା ପଜିଟିଭ୍‌

ବିଜେଡି ନେତା ଚିନ୍ମୟ ସାହୁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୭ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସତର୍କ ରହିବାକୁ କୁହାଯାଇଛି । କୌଣସି ଲକ୍ଷଣ ଯଦି ଦେଖାଦିଏ ତେବେ ସ୍ୱାବ ପରୀକ୍ଷା କରାଇନେବାକୁ ଚିନ୍ମୟ ପରାମର୍ଶ ଦେଇଛନ୍ତି । ଚିନ୍ମୟ ବର୍ତ୍ତମାନ ଓଡ଼ିଶା…

ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ପ୍ରକାଶ ପାଉଥିବା ନନ୍ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ନିଯୁକ୍ତ ସଂସ୍ଥା…

ବିପଦ ଟଳିଲା : ଭାରତ ମହାସାଗର ଉପର ଦେଇ ଅତିକ୍ରମ କଲା କ୍ଷୁଦ୍ର ଗ୍ରହ

ନୂଆଦିଲ୍ଲୀ: ୨୦୨୦ କ୍ୟୁଜି ନାମକ କ୍ଷୁଦ୍ର ଗ୍ରହ (ଆଷ୍ଟରୟଡ) ଭାରତ ମହାସାଗର ଉପର ଦେଇ ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିଛି । ଫଳରେ ଏକ ବଡ ବିପଦ ଟଳିଛି । ନାସା ମତରେ ଭାରତ ମହାସାଗରର ୨୯୫୦ କିଲୋମିଟର ଉପରେ ଏହା ୪୪ହଜାର କିଲୋମିଟର ବେଗରେ ଅତିକ୍ରମ କରିଥିଲା । ନାସା ବର୍ତମାନ…

ବଢ଼ିଲା ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା

ଭୁବନେଶ୍ୱର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା । ଏଣିକି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ପାଇବେ ହୋମ୍‌ଗାର୍ଡ । ଏନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ…

ମଠସାହିରୁ ୧୫ ଜଣଙ୍କ ସମେତ କଟକ ସହରରୁ ପୁଣି ୧୬୨ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟି କଟକ ସହରରୁ ପୁଣି ବାହାରିଲେ ପଜିଟିଭ । ଆଜି ସିଏମ୍‌ସିରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଭିନ୍ନ ସଙ୍ଗରୋଧରୁ ୧୦୦ ଓ ସ୍ଥାନୀୟ ଆକ୍ରାନ୍ତ ୬୨ ଜଣ ଅଛନ୍ତି । ଏସ୍‌ସିବି ଆଇସୋଲେସନରୁ ୪ ଜଣ କୋଭିଡ ଯୋଦ୍ଧା ଜଣେ ପୁରୁଷ ଓ ୩ ଜଣ…

ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ସର୍ବାଧିକ ୩୭୦ ପଜିଟିଭ ଚିହ୍ନଟ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ବିପଦ । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୭୦ ପଜିଟିଭ। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୫୦ଜଣ ସୁସ୍ଥ…