Latest Odisha News

BREAKING NEWS

ଗାଁ ସବୁ ନଷ୍ଟ ହୋଇଗଲା ପରେ…

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଅନେକ ସମୟରେ କଥା ହେଲା ବେଳେ କି ପୁରୁଣା ଦିନର ସ୍ମୃତି ମନେ ପକେଇଲା ବେଳେ ଏଇ କଥା ବାରବାର ଉଠୁଛି । ସମସ୍ତେ- ଗାଁର ପୁରୁଣା ସ୍ମୃତିକୁ ଝୁରି ହେଉଛନ୍ତି । ଗାଁକୁ ମନେ ପକାଉଛନ୍ତି । ପିଲା ବେଳର କଥା, ପିଲା ବେଳକର…

ଫଟୋଗ୍ରାଫି ଦିବସ: ବିଶ୍ୱର କେତେକ ସ୍ମରଣୀୟ ଫଟୋ

ନୂଆଦିଲ୍ଲୀ: ଅଗଷ୍ଟ ୧୯ ବିଶ୍ୱ ଫଟୋଗ୍ରାଫି ଦିବସ । ଆସନ୍ତୁ ଜାଣିବା ବିଶ୍ୱର କେତେକ ସ୍ମରଣୀୟ ଫଟୋ ବିଷୟରେ । ଚନ୍ଦ୍ରରେ ମଣିଷ ପଂହଚିଲା : ଜୁଲାଇ ୧୯୬୯ରେ ନୀଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ । ସେମାନଙ୍କ ପାଖରେ ଗୋଟିଏ କ୍ୟାମେରା ଥିଲା । ଏଲଡ୍ରିନ…

ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ଫଳ: ପାସ୍‌ ହାର ୭୪.୯୫ %

ଭୁବନେଶ୍ୱର: ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ଫଳ । ଚଳିତ ବର୍ଷ ପାସ୍‌ ହାର ରହିଛି ୭୪.୯୫ %। ପୂର୍ବ ବର୍ଷ ଅପେକ୍ଷା ପାସ୍‌ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏମମାଲରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ , ସମସ୍ତ କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ…

କରୋନାର ଲମ୍ବା ଲମ୍ଫ: ୨୪ ଘଣ୍ଟାରେ ୨୫୦୦ ପାର୍

ଭୁବନେଶ୍ୱର: ସଙ୍ଗିନ ହେଉଛି କରୋନା ସ୍ଥିତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୮୯ ଜଣ ପଜିଟିଭ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ ରେ ପହଞ୍ଚିଛି। ଏହାସହ ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ମଧ୍ୟ ବଢୁଛି । ଗୋଟିଏ ଦିନରେ ଏହା ୫୦ ହଜାର ପାର…

କରୋନା ପାଇଁ ଫିକା ପଡିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ହନୁମାନ ଉତ୍ସବ

ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ । ଏହାକୁ ହନୁମାନ ଉତ୍ସବ ଐତିହାସିକ ଲଙ୍କାପୋଡି ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ସୁବର୍ଣ୍ଣପୁର ସହର ରେ ପାଳିତ ହେବ ଏହି ବିଶ୍ୱପ୍ରସିଦ୍ଧ ପର୍ବ । ଆଜି ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନ କୁ ନେଇ ପାଳନ କରାଯାଇଥାଏ ଏହି ପର୍ବ…

କୋଭିଡ୍ ମୁକାବିଲା: ୭ ମେଡିକାଲ କଲେଜର ପ୍ରଫେସରଙ୍କୁ ନେଇ ଗଠନ ହେଲା ଟେକ୍‌ନିକାଲ କମିଟି

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା । ବଢୁଥିବା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ…

ମୃତ୍ୟୁ ମିଟର ଉପର ମୁହାଁ; ଦେଶରେ ୨୪ ଘଣ୍ଟାରେ ଗଡ଼ିଲା ୨୦୦୦ ମୁଣ୍ଡ !

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଜୋ ବାଇଡେନ୍‌ଙ୍କୁ ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପାର୍ଥୀ ଭାବେ ମନୋନୀତ କଲା ଡେମୋକ୍ରାଟିକ୍…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି। ପୂର୍ବରୁ ଦୁଇ ଥର ରାଷ୍ଟ୍ରପତି ହେବା ନିମନ୍ତେ ଉଦ୍ୟମ କରିଥିବା ବାଇଡେନ୍‌ଙ୍କ ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦଦାୟକ…

ଆଜି ବାହାରିବ +୨ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆଜି ବାହାରିବ ଯୁକ୍ତ ୨ ବାଣିଜ୍ୟ ଫଳ । ଆଜି ଦିନ ୧୧ ଟା ୩୦ ରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ)ର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବା ନେଇ…