Latest Odisha News

BREAKING NEWS

୩ଟି ଦାବିକୁ ନେଇ ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ହାଇକୋର୍ଟ ର୍ସ୍ଥାୟୀ ବେଂଚ ପ୍ରତିଷ୍ଠା, ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ଓ ବାଇପାସ ରାସ୍ତା ନିର୍ମାଣ ଆଦି ଦାବି ନେଇ ବୁଧବାର ଓ ଗୁରୁବାର ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ଆକ୍ସନ କମିଟି ଏହି ବନ୍ଦ ଡାକରା ଦେଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ…

ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ୩ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀ ମଙ୍ଗଳବାର ବିଳମ୍ବିତ ରାତିରେ ୩ ଆତଙ୍କବାଦୀଙ୍କ ନିପାତ କରିଛନ୍ତି । ନିହତ ଆତଙ୍କବାଦୀଙ୍କ ଚିହ୍ନଟ ହୋଇପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ସେମାନେ ସ୍ଥାନୀୟ ଆତଙ୍କବାଦୀ ହୋଇଥିବା ଜଣାପଡୁଛି । ତାଙ୍କ ପାଖରୁ…

‘ଜଳବାୟୁ ବଜେଟ୍‌’ ପ୍ରସ୍ତୁତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ୱର: ‘ଜଳବାୟୁ ବଜେଟ୍‌’ ପ୍ରସ୍ତୁତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।  ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ଲାଗି ଆଇପ୍ୟାଡ଼ରେ ବଜେଟ୍ ଉପସ୍ଥାପନ କରିଥିଲେ । ‘ଜଳବାୟୁ…

ଶିବ କିଏ ?

ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଭାବାବେଗରେ, ପୁରାଣ ବର୍ଣ୍ଣିତ ୩୩ ଗୋଟି ଆରାଧ୍ୟ ଦେବାଦେବୀ ଅଛନ୍ତି ବୋଲି ଅଖଣ୍ଡ ବିଶ୍ୱାସ ରହିଛି । କୌଣସି ପୁରାଣ ଗ୍ରନ୍ଥରେ ୩୩ ଗୋଟି ଦେବାଦେବୀମାନଙ୍କର ନାମ ଆଜି ପର୍ଯ୍ୟନ୍ତ ପ୍ରମାଣସ୍ୱରୂପ ବର୍ଣ୍ଣନା କରାଯାଇ ନାହିଁ । ମାତ୍ର କେତେକ ସ୍ଥାନରେ ବିଭିନ୍ନ…

ଆଜିଠୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା; ୨,୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମୋଟ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ । ସକାଳ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ରହିଛି ମାତୃଭାଷାରେ ପରୀକ୍ଷା। ଏନେଇ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୨-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା ୧୯ ରିଖ ବୁଧବାର କୁମ୍ଭ ୭ ଦିନ   ଫାଲଗୁନ ମାସ କୃଷ୍ଣ ପକ୍ଷ ଏକାଦଶୀ   ତିଥି  ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: କର୍କଟ ରାଶିର  ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶିର…

କରୋନା ଭାଇରସରେ ପ୍ରଭାବିତ ଭାରତୀୟ ଉଦ୍ୟୋଗ: ସୀତାରମଣ

ନୂଆଦିଲ୍ଲୀ: ସରକାର ଜଲ୍ଦି ଘରୋଇ ଉଦ୍ୟୋଗ ଉପରେ କରୋନା ଭାଇରସ ର ପ୍ରଭାବ ରୁ ଉପାୟ ଘୋଷଣା କରିବେ | ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଏହା କହିଛନ୍ତି | ସେ ଭାଇରସ ର ଭୟାନକ ପ୍ରଭାବ ର ସ୍ଥିତି ର ସମୀକ୍ଷା କରିବା ପାଇଁ ଉଦ୍ୟୋଗ ପ୍ରତିନିଧି ମାନଙ୍କ ସହ ଭେଟିଛନ୍ତି | ସୀତାରମଣ…

ଭାରତରେ ଲଞ୍ଚ ହେଲା ହୋଣ୍ଡା ଫୋର୍ଜା ୩୦୦; ରୟାଲ ଏନଫିଲଡ଼କୁ ଦେବ ଟକ୍କର !

ହୋଣ୍ଡା ଫୋର୍ଜା ୩୦୦ କୁ କମ୍ପାନୀ ପ୍ରଥମେ ଗୁରୁଗ୍ରାମରେ ପ୍ରସ୍ତୁତ କରିଥିଲା | ହୋଣ୍ଡା ଏହି ବିଷୟରେ କୌଣସି ଖୁଲାସା କରିନାହିଁ, ହୋଣ୍ଡା ଫୋର୍ଜା ୩୦୦ ଭାରତ ରେ ସିବିୟୁ ( କଂପଲିଟଲି ବିଲଟ ୟୁନିଟ ) ରେ ପ୍ରସ୍ତୁତ କରି ଆଣିବ ଅବା ସିକେଡି ( କଂପଲିଟଲି ନାକ ଡାଉନ) ମଧ୍ୟମରେ ଆଣିବ | ହୋଣ୍ଡା…

ଓଡ଼ିଶା ବଜେଟ୍ ୨୦୨୦-୨୧: ଶିକ୍ଷା, ଦକ୍ଷତା ବିକାଶ ଲାଗି ୨୨ ହଜାର ୬ ଶହ ୩୧ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର: ଚଳିତ ବଜେଟରେ ଓଡ଼ିଶା ସରକାର ଶିକ୍ଷା ଓ ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ୨୦୨୦-୨୧ ମସିହା ଲାଗି ବଜେଟରେ ସରକାର ଶିକ୍ଷା, ଦକ୍ଷତା ବିକାଶ ଲାଗି ୨୨ ହଜାର ୬ ଶହ ୩୧ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ଏହି ବଜେଟରେ ଆଦର୍ଶ ବିଦ୍ୟାଳୟ ଲାଗି ୪ ଶହ କୋଟି…

ସୁକମା ଜିଲ୍ଲାରେ ନକ୍ସଲ ଆକ୍ରମଣ; ୧ କୋବ୍ରା ବାଟାଲିୟନ ଯବାନ ସହିଦ

ସୁକମା: ଛତିଶଗଡ ସୁକମା ଜିଲ୍ଲାର ପାଲୋଡିରେ କୋବ୍ରା ବାଟାଲିୟନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୨୦୮ ବିଏନ କୋବ୍ରାର ୨ଜଣ ଯବାନ ଆହତ ହୋଇଥିଲେ । ଜଣେ ଗୁରୁତର ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ନେବାବେଳେ ରାସ୍ତାରେ ସହିଦ ହୋଇଯାଇଛନ୍ତି ।…